ପୁଅ ରଣବୀରଙ୍କ ସିନେମା ଫ୍ଲପ୍‌: ନିର୍ଦ୍ଦେଶକଙ୍କ ଉପରେ ରାଗିଲେ ବାପା

Advertisment
ପୁଅ ରଣବୀରଙ୍କ ସିନେମା ଫ୍ଲପ୍‌: ନିର୍ଦ୍ଦେଶକଙ୍କ ଉପରେ ରାଗିଲେ ବାପା

ମୁମ୍ବାଇ: ପୁଅ ରଣବୀରଙ୍କ ସହ ବାପା ଋଷି କପୁର୍‌ଙ୍କ ସଂପର୍କ କେତେ ଯେ ନିବିଡ଼ ତାହା ପୂର୍ବରୁ ଅଡ଼େକ ଥର ଗଣମାଧ୍ୟମରେ ଦେଖିବାକୁ ମିଳିଛି। ପୁଅ ରଣବୀର କପୁରଙ୍କ ଫ୍ଲପ୍‌ ସିନେମା ପାଇଁ ନିର୍ଦ୍ଦେଶକଙ୍କ ଉପରେ ପିତା ଋିଷି କପୁର ଖପ୍ପା। ନିର୍ଦ୍ଦେଶକ ଅନୁରାଗ କାଶ୍ୟପ ଏବଂ ଅନୁରାଗ ବସୁଙ୍କୁ ରାଗିଲେ ଋିଷି। କହିଲେ ସିନେମା ବମ୍ବେ ଭେଲବେଟ୍‌ ଓ ଜଗା ଜାସୁସ ଫ୍ଲପ ପାଇଁ ଦୁଇ ନିର୍ଦ୍ଦେଶକ ହିଁ ଦାୟୀ। ଯାହା ପୁଅ ରଣବୀର କପୁରଙ୍କ କ୍ୟାରିୟର ଉପରେ ପ୍ରଭାବ ପକାଇବ।

ଋିଷି କହିଛନ୍ତି ଅନୁରାଗ କାଶ୍ୟପଙ୍କ ବମ୍ବେ ଭେଲବେଟ’ ଯାହାକୁ ମୁଁ ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ବୁଝି ପାରିନି ଯ ଅନୁରାଗ ବସୁଙ୍କ ସିନେମା ବର୍ଫିକୁ ଖୁବ୍‌ ତାରିଫ କରିଛନ୍ତି ଋିଷି। ସେ ମଧ୍ୟ କହିଛନ୍ତି ସିନେମା ବର୍ଫି’ ରଣବୀରଙ୍କୁ ଏକ ନୂଆ ପରିଚୟ ଦେଇଥିଲା। ଆଉ ବସୁଙ୍କୁ ସିନେମା ଜଗା ଜାସୁସ’ ଏକଦମ୍‌ ବକବାସ ଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe