ବିନା ଖଟ, ତକିଆ ଓ ପଙ୍ଖାରେ ରିୟାଙ୍କ ଜେଲ୍‌ ଜୀବନ

Advertisment
ବିନା ଖଟ, ତକିଆ ଓ ପଙ୍ଖାରେ ରିୟାଙ୍କ ଜେଲ୍‌ ଜୀବନ

YouTube

ଗତକାଲି ମୁମ୍ବାଇ ସ୍ବତନ୍ତ୍ର କୋର୍ଟରେ ଜାମିନ ଆବେଦନ ଖାରଜ ହେବା ପରେ ରିୟାଙ୍କୁ ବାଇକୁଲା ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି। ସେ ଜେଲ୍‌ରେ ଇନ୍ଦ୍ରାଣୀ ମୁଖାର୍ଜୀଙ୍କ ସାମ୍ନା ସେଲ୍‌ରେ ରହୁଥିବା ଜଣାପଡ଼ିଛି। ସୁରକ୍ଷା ଦୃଷ୍ଟିରୁ ରିୟାଙ୍କୁ ଏବେ ଏକାକୀ ରଖାଯାଇଥିବା ବେଳେ ୩ ସିଫ୍ଟରେ ୨ଜଣ ଗାର୍ଡ ତାଙ୍କ ଉପରେ କଡ଼ା ନଜର ରଖିଛନ୍ତି। ଜେଲ୍‌ରୁ ମିଳିଥିବା ସୂଚନା ଅନୁଯାୟୀ, ରିୟାଙ୍କୁ ଗୋଟିଏ ମଶିଣା ଦିଆଯାଇଛି। ଖଟ, ତକିଆ କିମ୍ବା ପଙ୍ଖାଟିଏ ବି ତାଙ୍କୁ ଯୋଗାଇ ଦିଆଯାଇ ନଥିବା ଜଣାପଡ଼ିଛି। କୋର୍ଟ ଅନୁମତି ଦେଲେ, ତାଙ୍କୁ ଏକ ଟେବୁଲ ଫ୍ୟାନ୍‌ ଦିଆଯିବ ବୋଲି ଜେଲ୍‌ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe