ରିୟା ମୋ ପୁଅକୁ ବିଷ ଦେଉଥିଲେ: କେ.କେ

Advertisment
ରିୟା ମୋ ପୁଅକୁ ବିଷ ଦେଉଥିଲେ: କେ.କେ

Hindi News18

ରିୟା ମୋ’ ପୁଅକୁ ଅନେକ ଦିନ ଧରି ବିଷ ଦେଇ ଆସୁଥିଲେ। ଏଣୁ ଯେତେଶୀଘ୍ର ସମ୍ଭବ ରିୟାଙ୍କୁ ଗିରଫ କରାଯାଉ ବୋଲି ସୁଶାନ୍ତଙ୍କ ବାପା କେ.କେ ସିଂହ ଅଭିଯୋଗ କରିଛନ୍ତି। ଏହା ପୂର୍ବରୁ ସୁଶାନ୍ତଙ୍କ ପରିବାର ଓକିଲ କହିଥି‌ଲେ ଯେ ପ୍ରଥମେ ଆମକୁ କୁହାଯାଇଥିଲା କି ସୁଶାନ୍ତଙ୍କ ଚିକିତ୍ସା ପାଇଁ କିଛି ଔଷଧ ଦିଆଯାଉଥିଲା। ଏବେ ଆମକୁ ଜଣାପଡ଼ୁଛି କି ସୁଶାନ୍ତଙ୍କୁ ଡ୍ରଗ୍ସ ଦିଆଯାଉଥିଲା ବୋଲି। ଗତକାଲି ରିୟାଙ୍କ ଡିଲିଟେଡ୍‌ ହ୍ବାଟସ୍‌-ଆପ୍‌ ଚାଟ୍‌ ପୁନରୁଦ୍ଧାର ପରେ ତାଙ୍କର ଡ୍ରଗ୍‌ସ୍‌- ଲିଙ୍କ୍‌ କଥା ସାମ୍ନାକୁ ଆସୁଛି। ସୁଶାନ୍ତଙ୍କ ଅଜାଣତରେ ରିୟା ତାଙ୍କୁ ନିୟମିତ ଭାବେ ଡ୍ରଗ୍‌ସ୍‌ ‌ଖୁଆଉଥିବା ଏବେ ସନ୍ଦେହ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe