ରକ୍କି ଔର୍‌ ରାନୀ କି ପ୍ରେମ୍‌ କାହାନୀ

Advertisment
ରକ୍କି ଔର୍‌ ରାନୀ କି ପ୍ରେମ୍‌ କାହାନୀ

Pinkvilla

ଯୋଜକ କରନ୍ ଜୋହରଙ୍କ ପ୍ରଯୋଜିତ ସଦ୍ୟତମ ସିନେମା ହେଉଛି ‘ସୂର୍ଯ୍ୟବଂଶୀ’ ଓ ‘ବ୍ରହ୍ମାସ୍ତ୍ର’। ଏବେ କରନଙ୍କ ୪୬ତମ ସିନେମାର ସୁଟିଂ ଆରମ୍ଭ ହେବାକୁ ଯାଉଛି। ଏହାର ଟାଇଟଲ୍ ରହିଛି ‘ରକ୍କି ଔର୍ ରାନୀ କି ପ୍ରେମ୍ କାହାନୀ’। ‘ଗଲିବୟ’ ମୁଭିର ରଣବୀର ଓ ଆଲିଆଙ୍କୁ ସେ ପୁଣିଥରେ ‘ରକ୍କି ଔର୍ ରାନୀ କି ପ୍ରେମ୍ କାହାନୀ’ରେ ରିପିଟ୍‌ କରିଛନ୍ତି।

ଏହା ପୂର୍ବରୁ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ସେଲଫି ପିକ୍ ପୋଷ୍ଟ କରି ଏହା ତଳେ ମୁଭିର ନାମ ଲେଖି ସେ କ୍ୟାପସନ୍ ଦେଇଛନ୍ତି ‘ଗେଟ୍ ସେଟ୍ ଗୋ’। ଏଥିରେ ଧର୍ମେନ୍ଦ୍ର, ଜୟା ବଚ୍ଚନ ଓ ଶବାନା ଆଜମୀଙ୍କ ପରି ବର୍ଷୀୟାନ୍ କଳାକାରମାନେ ମଧ୍ୟ ଅଭିନୟ କରିବେ। ଏଇ ଫିଲ୍ମର କାହାଣୀ ଲେଖୁଛନ୍ତି ଇସିତା ମୈତ୍ର, ଶଶାଙ୍କ ଖୈତାନ୍ ଓ ସୁମିତ ରୟ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe