ଶିବରାମ ଅଫିସିଆଲ୍ ନିବେଦିତ ନୂଆ ଓଡ଼ିଆ ରୋମାଣ୍ଟିକ୍ ମ୍ୟୁଜିକ୍ ଭିଡିଓ ‘ପ୍ରିୟସି’ ରିଲିଜ୍ ଅପେକ୍ଷାରେ ରହିଛି। ଆନନ୍ଦ କୁମାର ଏହି ମ୍ୟୁଜିକ୍ ଭିଡିଓର ନିର୍ଦ୍ଦେଶନା ଦେଇଥିବା ବେଳେ ପ୍ରଯୋଜନା ଦାୟିତ୍ବରେ ଅଛନ୍ତି ସସ୍ମିତା ଗୌଡ଼। ଏଥିରେ ଶିବରାମ ଓ ଦୀପ୍ତି ନାୟକନାୟିକା ଭୂମିକାରେ ନଜର ଆସିବେ। ଏହାର ସୁଟିଂ
ଗୋପାଳପୁରରେ କରାଯାଇଛି। ଏହି ରୋମାଣ୍ଟିକ୍ ଗୀତରେ କଣ୍ଠଦାନ କରିଛନ୍ତି ଚରଣଦୀପ ଖୋସଲା ଓ ଲିପ୍ସା ମହାପାତ୍ର।
Congress: ଉପଯୁକ୍ତ ମୂଲ୍ୟରେ ଚାଷୀଙ୍କ ଠାରୁ ଧାନ କିଣା ନହେଲେ ଆନ୍ଦୋଳନ ହେବ: କଂଗ୍ରେସ
ସୁପ୍ରଜିତ୍ଙ୍କ ଗୀତକୁ ସ୍ବରରେ ସଜାଇଛନ୍ତି ଚରଣଦୀପ ଖୋସଲା। କ୍ୟାମେରା ଦାୟିତ୍ବରେ ଅଛନ୍ତି ଦୀପକ୍ ସେଠୀ। ଏହି ଭିଡିଓ ସବୁ ବର୍ଗର ଦର୍ଶକଙ୍କୁ ଭଲ ଲାଗିବ ବୋଲି ନିର୍ଦ୍ଦେଶକ ଆନନ୍ଦ ଆଶାବାଦୀ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/01/24/fgdgdgdgjdg-2026-01-24-00-11-16.jpg)