ଦଶହରାରେ ମୁକ୍ତିଲାଭ କରିବ ‘ଆର୍‌ଆର୍‌ଆର୍’

Advertisment
ଦଶହରାରେ ମୁକ୍ତିଲାଭ କରିବ ‘ଆର୍‌ଆର୍‌ଆର୍’

Jsnewstimes

ଭାରତୀୟ ସିନେ ଜଗତରେ ଅନ୍ୟତମ ସଫଳ ଚଳଚ୍ଚିତ୍ର ‘ବାହୁବଳି’ର ନିର୍ଦ୍ଦେଶକ ଏସ୍ଏସ୍ ରାଜାମୌଲି ଦୀର୍ଘ ୪ ବର୍ଷ ପରେ ଆଉ ଏକ ଚଳଚ୍ଚିତ୍ର ନେଇ ଆସୁଛନ୍ତି। ଏହା ସହିତ ଚଳଚ୍ଚିତ୍ରର ମୁକ୍ତିଲାଭ ତାରିଖ ମଧ୍ୟ ସାମ୍‌ନାକୁ ଆସିଛି। ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଆର୍‌ଆର୍‌ଆର୍’ ଚଳିତ ବର୍ଷ ଦଶହରାରେ ରୁପେଲି ପରଦାକୁ ଆସିବ। ଏନେଇ ବି’ଟାଉନ୍ ଅଭିନେତ୍ରୀ ଆଲିଆ ଭଟ୍ଟ ଟ୍ବିଟ୍ କରି ସୂଚନା ଦେଇଛନ୍ତି। ଚଳଚ୍ଚିତ୍ରଟି ଭାରତର ସ୍ବାଧୀନତା ସଂଗ୍ରାମୀଙ୍କ ଉପରେ ଆଧାରିତ। ତେଲୁଗୁର ଦୁଇ ସୁପରଷ୍ଟାର୍ ରାମଚରଣ ଓ ଜୁନିଅର ଏନ୍‌ଟିଆର୍ ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରୁଥିବା ବେଳେ ଅଜୟ ଦେବଗନ ଓ ଆଲିଆ ତାଙ୍କୁ ସହଯୋଗ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe