ତୈମୁରଙ୍କ ଭଳି ଦେଖାଯାଉଥିଲେ ସୈଫ୍‌

Advertisment
ତୈମୁରଙ୍କ ଭଳି ଦେଖାଯାଉଥିଲେ ସୈଫ୍‌

Twitter

ବଲିଉଡ୍‌ର ନବାବ ସୈଫ ଅଲ୍ଲୀ ଖାନ୍‌ଙ୍କ ପିଲାଦିନର ଏକ ଫଟୋ ତାଙ୍କ ଭଉଣୀ ସବା ପଟୌଦୀ ଆଜି ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର କରିଛନ୍ତି। ଏଥିରେ ବାପା ମନସୁର୍‌ ଅଲ୍ଲୀ ଖାନ୍‌ ପଟୌଦୀଙ୍କ କୋଳରେ ସୈଫ୍‌ ବସିଥିବା ବେଳେ ପାଖରେ ମା’ ଶର୍ମିଳା ଟାଗୋର୍‌ ଠିଆ ହୋଇଥିବା ଦେଖିବାକୁ ମିଳିଛି। ତେବେ ମଜାଦାର କଥା ହେଲା, ଫଟୋରେ ସୈଫ୍‌ ପୂରାପୂରି ତାଙ୍କ ପୁଅ ତୈମୁରଙ୍କ ଭଳି ଦେଖାଯାଉଛନ୍ତି। ଏହି ଫଟୋ ଏବେ ଭାଇରାଲ୍‌‌ ହେବାରେ ଲାଗିଥିବା ବେଳେ ପ୍ରଶଂସକମାନେ ସୈଫ୍‌ଙ୍କ ପିଲାଦିନର ଫଟୋକୁ ତୈମୁରଙ୍କ କାର୍ବନ୍‌ କପି ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe