ଯେତେବେଳେ ଶାହାରୁଖ ଓ ଅକ୍ଷୟଙ୍କ ସଂପର୍କରେ ମୁହଁ ଖୋଲନ୍ତି ସଲମନ!

Advertisment
ଯେତେବେଳେ ଶାହାରୁଖ ଓ ଅକ୍ଷୟଙ୍କ ସଂପର୍କରେ ମୁହଁ ଖୋଲନ୍ତି ସଲମନ!

ମୁମ୍ବାଇ: ବଡ଼ ପରଦାର ରାଜା ସଲମନ୍‌ ଖାନ୍‌ ଏକ ଛୋଟ ପରଦାରେ ନିଜର ଜଲଓ୍ଵା ଦେଖାଇବା କଥା ଆପଣ ଜାଣିଥିବେ ନିଶ୍ଚୟ। ‘ବିଗ୍‌ ବସ୍‌-୧୧’ ରେ ଦବଙ୍ଗ ବୟଙ୍କ ସଂପୃକ୍ତି ଏବେ ବେଶ୍‌ ଚର୍ଚ୍ଚା ପାଲଟିଛି। ଏଥିସହିତ ଶାହାରୁଖ ଖାନ୍‌ ଏବଂ ଅକ୍ଷୟ କୁମାର ମଧ୍ୟ ଟିଭି ସ୍କି୍ରନ୍‌ରେ ଦେଖିବାକୁ ମିଳିବେ। ଶାହାରୁଖ ‘ରେଡ୍‌ ଟକ୍ସ’ରେ ନଜର ଆସିବାକୁ ଥିବା ବେଳେ ‘ଦ ଗ୍ରେଟ୍‌ ଇଣ୍ଡିଆନ ଲାଫଟର୍‌ ଚ୍ୟାଲେଞ୍ଜ’ରେ ଦେଖିବାକୁ ମିଳିବେ ଅକ୍ଷୟ।

ଶାହାରୁଖ ଏବଂ ଅକ୍ଷୟଙ୍କ ସଂପର୍କରେ ସଲମନଙ୍କୁ ପଚରା ଯାଇଥିବା ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି,‘ଶାହାରୁଖ ଓ ଅକ୍ଷୟଙ୍କ ଟିଭି ପରଦାରେ ଆସିବା ମୋ ପାଇଁ ଶକ୍ତ ପ୍ରତିଦ୍ୱନ୍ଦିତା। ଶାହରୁଖ ନିଜ ଶୈଳୀରେ ଜଣେ ଉତ୍ତମ ହୋଷ୍ଟ୍‍। ସେହିପରି ଅକ୍ଷୟ ମଧ୍ୟ କମେଡି କରି ବେଶ୍‌ ଲୋକପ୍ରିୟତା ହାସଲ କରିଛନ୍ତି।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe