ଫାର୍‌ହାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ସାନିଆ

Advertisment
ଫାର୍‌ହାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ସାନିଆ

sportsnspirit

ଟେନିସ୍ ସୁନ୍ଦରୀ ସାନିଆ ମିର୍ଜା ତାଙ୍କ ବନ୍ଧୁ ତଥା ବଲିଉଡ୍ ସିନେ ନିର୍ମାତା ଫାର୍‌ହା ଖାନଙ୍କୁ ୫୬ତମ ଜନ୍ମଦିନ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି। ଏକ ସୁଦୀର୍ଘ ଭାବବିହ୍ବଳ ଲେଖା ଟ୍ବିଟରରେ ପୋଷ୍ଟ କରି ଅନ୍ତରଙ୍ଗ ବନ୍ଧୁ ଫାର୍‌ହାଙ୍କୁ ସୋଲ୍ ସିଷ୍ଟର ବୋଲି ସମ୍ବୋଧନ କରିଛନ୍ତି। ଫିଲ୍ମ ଦେଖିବା ଠୁ ଆରମ୍ଭ କରି ନାଇଟ୍ କ୍ଲବ୍ ଯିବା, ମୋତେ ସବୁଠୁ ଭଲ ଭାବେ ଜାଣିଥିବା ତଥା ମୋ କ୍ରାଇମ୍ ପାର୍ଟନର ଏହି ଭଳି ଅନେକ କିଛି ଭାବପ୍ରବଣ ଶବ୍ଦ ମାଧ୍ୟମରେ ଫାର୍‌ହାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହା ସହିତ ବଲିଉଡ୍ ତାରକା ମାଧୁରୀ, ସୋନାକ୍ଷୀ, ପରିଣିତି ଆଦି ଜନ୍ମଦିନ ପାଇଁ ବଧେଇ ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe