Sanjay's 'Ganga Yamuna Saraswati': ସଞ୍ଜୟଙ୍କ ‘ଗଙ୍ଗା ଯମୁନା ସରସ୍ବତୀ’

Advertisment

ଜଣାଶୁଣା ନିର୍ଦ୍ଦେଶକ ସଞ୍ଜୟ ନାୟକଙ୍କ ନୂଆ ଟେଲିସିନେମା ‘ଗଙ୍ଗା ଯମୁନା ସରସ୍ବତୀ’ ଖୁବ୍ ଶୀଘ୍ର ତରଙ୍ଗରେ ପ୍ରଦର୍ଶିତ ହେବ। ଏଥିରେ ଶ୍ରଦ୍ଧା ପାଣିଗ୍ରାହୀ, ଅଙ୍କିତ କୁମାର, ବିକ୍ରମ କେଶରୀ ମହାନ୍ତି, ଜ୍ୟୋତି ପ୍ରକାଶ ପଣ୍ଡା, ଅଭିନବ ସିଂ ଓ ରଶ୍ମି ପ୍ରମୁଖ ମୁଖ୍ୟ ଭୂମିକାରେ ଅଛନ୍ତି।

dagdagdazcv

ଜଣାଶୁଣା ନିର୍ଦ୍ଦେଶକ ସଞ୍ଜୟ ନାୟକଙ୍କ ନୂଆ ଟେଲିସିନେମା ‘ଗଙ୍ଗା ଯମୁନା ସରସ୍ବତୀ’ ଖୁବ୍ ଶୀଘ୍ର ତରଙ୍ଗରେ ପ୍ରଦର୍ଶିତ ହେବ। ଏଥିରେ ଶ୍ରଦ୍ଧା ପାଣିଗ୍ରାହୀ, ଅଙ୍କିତ କୁମାର, ବିକ୍ରମ କେଶରୀ ମହାନ୍ତି, ଜ୍ୟୋତି ପ୍ରକାଶ ପଣ୍ଡା, ଅଭିନବ ସିଂ ଓ ରଶ୍ମି ପ୍ରମୁଖ ମୁଖ୍ୟ ଭୂମିକାରେ ଅଛନ୍ତି। ଏହାର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ବି ଲେଖିଛନ୍ତି ସଞ୍ଜୟ।

ସନ୍ଦୀପ ପଣ୍ଡା ସଙ୍ଗୀତ ଦାୟିତ୍ବ ସମ୍ଭାଳି ଥିବା ବେଳେ ଗୀତ ଲେଖିଛନ୍ତି ନିର୍ମଳ ନାୟକ। ଗୀତଗୁଡ଼ିକରେ କଣ୍ଠଦାନ କରିଛନ୍ତି ଗୌରବ ଆନନ୍ଦ, ଏସ୍ ଜିତୁ ଓ ପାୟଲ ମହାନ୍ତି। କୋରିଓଗ୍ରାଫି ଦାୟିତ୍ବରେ ଅଛନ୍ତି ଲୁବୁନ୍-ଟୁବୁନ୍। କ୍ଷୀରୋଦ ପଟ୍ଟନାୟକ ପ୍ରଯୋଜନା କରିଥିବା ‌ବେଳେ କାହ୍ନୁ ନନ୍ଦ ଶୁଭମ୍ ସିନେମାଟୋଗ୍ରାଫି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe