sarthak now yodha: ସାର୍ଥକ ଏବେ ଯୋଦ୍ଧା

Advertisment

ଏବେ ସାର୍ଥକ ନାଁରେ ଦୁଇ ଜଣ ନାୟକଙ୍କୁ ଦର୍ଶକ ଦେଖିବାକୁ ପାଇବେ। ଅନୁପମ ପଟ୍ଟନାୟକଙ୍କ ନୂଆ ସିନେମା ‘ମନ୍ତ୍ରମୁଗ୍‌ଧ’ରେ ସାର୍ଥକ ଭରଦ୍ବାଜ ଅଭିନୟ କରିଥିବା ବେଳେ ଆଉ ଜଣେ ସାର୍ଥକଙ୍କ ନୂଆ ଛବି ‘ଯୋଦ୍ଧା’ ଫ୍ଲୋରକୁ ଯିବାକୁ ସଜବାଜ ହେଉଛି।

ଏବେ ସାର୍ଥକ ନାଁରେ ଦୁଇ ଜଣ ନାୟକଙ୍କୁ ଦର୍ଶକ ଦେଖିବାକୁ ପାଇବେ। ଅନୁପମ ପଟ୍ଟନାୟକଙ୍କ ନୂଆ ସିନେମା ‘ମନ୍ତ୍ରମୁଗ୍‌ଧ’ରେ ସାର୍ଥକ ଭରଦ୍ବାଜ ଅଭିନୟ କରିଥିବା ବେଳେ ଆଉ ଜଣେ ସାର୍ଥକଙ୍କ ନୂଆ ଛବି ‘ଯୋଦ୍ଧା’ ଫ୍ଲୋରକୁ ଯିବାକୁ ସଜବାଜ ହେଉଛି।

dagdadgazcv

ଏବେ ସାର୍ଥକ ନାଁରେ ଦୁଇ ଜଣ ନାୟକଙ୍କୁ ଦର୍ଶକ ଦେଖିବାକୁ ପାଇବେ। ଅନୁପମ ପଟ୍ଟନାୟକଙ୍କ ନୂଆ ସିନେମା ‘ମନ୍ତ୍ରମୁଗ୍‌ଧ’ରେ ସାର୍ଥକ ଭରଦ୍ବାଜ ଅଭିନୟ କରିଥିବା ବେଳେ ଆଉ ଜଣେ ସାର୍ଥକଙ୍କ ନୂଆ ଛବି ‘ଯୋଦ୍ଧା’ ଫ୍ଲୋରକୁ ଯିବାକୁ ସଜବାଜ ହେଉଛି। ଏହି ସାର୍ଥକଙ୍କ ଘର ଯାଜପୁର ଜିଲ୍ଲା ଦଶରଥପୁର ଅଞ୍ଚଳରେ ହୋଇଥିବା ବେଳେ ସେ ଭୁବନେଶ୍ବରର ‘ସିପେଟ୍’ରୁ ପ୍ଲାଷ୍ଟିକ୍ ଇଞ୍ଜିନିଅରିଂରେ ଡିଗ୍ରି ହାସଲ କରିଛନ୍ତି।

୨୦୨୨ରୁ ଓଲିଉଡ୍‌ରେ ସକ୍ରିୟ ଥିବା ଇଂଜିନିଅର ସାର୍ଥକଙ୍କ ଅଭିନୀତ ତିନିଟି ଓଡ଼ିଆ ଛବି ଏବେ ରିଲିଜ ପାଇଁ ପ୍ରସ୍ତୁତ ହେଉଛି। ତେଣେ ତାଙ୍କର ନୂଆ ସିନେମା ‘ଯୋଦ୍ଧା’ ଡିସେମ୍ବର ମାସରେ ଫ୍ଲୋରକୁ ଯାଉଛି। ନବାଗତ ନିବେଦନ ସେଠୀ ଏହାର ନିର୍ଦ୍ଦେଶନା ଦେଉଥିବା ବେଳେ ଏଯାଏ ନାୟିକା ଚୂଡ଼ାନ୍ତ ହୋଇନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe