ଏକାଠି ଦେଖିବାକୁ ମିଳିଲେ ସଲ୍‌ମାନ୍‌-ଲୁଲିଆ

Advertisment
ଏକାଠି ଦେଖିବାକୁ ମିଳିଲେ ସଲ୍‌ମାନ୍‌-ଲୁଲିଆ

Blog to Bollywood

ନିଜ ପାନ୍‌ଭେଲ୍‌ ଫାର୍ମ ହାଉସ୍‌ରେ ଲକ୍‌ଡାଉନ୍‌ ସମୟ କାଟିଲା ପରେ ଏବେ ମୁମ୍ବାଇ ଫେରିଛନ୍ତି ଭାଇଜାନ୍‌ ସଲ୍‌ମାନ୍‌ ଖାନ। ଏବେ ବାନ୍ଦ୍ରାସ୍ଥିତ ସୋହେଲ ଖାନ୍‌ଙ୍କ ଘରେ ଗଣେଶ ଚତୁର୍ଥୀ ଅବସରରେ ଆୟୋଜିତ ଏକ ଉତ୍ସବରେ ସଲ୍‌ମାନ୍‌ ଯୋଗ ଦେଇଥିବା ଦେଖିବାକୁ ମିଳିଛି। ଏହାପରେ ପରିବାର ସମସ୍ତ ସଦସ୍ୟ ଯଥା ବାପା ସଲିମ୍‌ ଖାନ୍‌, ସଲମା ଖାନ୍‌, ହେଲେନ୍‌, ସୋହେଲଙ୍କ ସମେତ ସଲ୍‌ମାନ୍‌ ଓ ତାଙ୍କ ପ୍ରେମିକା ଲୁଲିଆ ଭେଣ୍ଟୁର ଅର୍‌ବାଜ ଖାନ୍‌ଙ୍କ ବାସଭବନରେ ଏକ ଫ୍ୟାମିଲି ଗେଟ୍‌-ଟୁଗେଦର୍‌ରେ ଯୋଗ ଦେଇଛନ୍ତି। ଏଥିରେ ସଲ୍‌ମାନ୍‌ଙ୍କୁ ମେରୁନ୍‌ ଟି-ସର୍ଟ ଓ ଲୁଲିଆଙ୍କ କଳା ଗାଉନ୍‌ରେ ଦେଖିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe