ଶାହରୁଖ୍‌ଙ୍କ ସହ ସ୍ମୃତି ସେୟାର କଲେ ସାୟନି ଗୁପ୍ତା

Advertisment
ଶାହରୁଖ୍‌ଙ୍କ ସହ ସ୍ମୃତି ସେୟାର କଲେ ସାୟନି ଗୁପ୍ତା

Times of India

ଶାହରୁଖ୍‌ଙ୍କ ଜନ୍ମଦିନରେ ତାଙ୍କ ସହ ଫିଲ୍ମ ‘ଫ୍ୟାନ୍‌’ରେ ଅଭିନୟ କରିଥିବା ସାୟନି ଗୁପ୍ତା ଏକ ସ୍ମୃତି ସେୟାର କରିଛନ୍ତି।

ସେ କହିଛନ୍ତି ମୁଁ ଫିଲ୍ମର ଅଡିସନକୁ ଯାଇଥିଲି। କିନ୍ତୁ ସେ ଫିଲ୍ମରେ ଶାହରୁଖ ଅଭିନୟ କରୁଛନ୍ତି ବୋଲି ଜାଣିନଥିଲି। ୩ ରାଉଣ୍ଡ ଅଡିସନ ପରେ ଜାଣିଲି ସେହି ଫିଲ୍ମରେ ସେ ଜଣେ ସୁପରଷ୍ଟାରଙ୍କ ମ୍ୟାନେଜର ଭୂମିକାରେ ଅଭିନୟ କରିବି। ଦିନେ ମୁଁ ମୋ ବନ୍ଧୁ ଘରକୁ ଯାଉଥିବା ବ‌େଳେ କାଷ୍ଟିଂ ନିର୍ଦେଶକ ଫୋନ୍‌ କରି ଜଣାଇଲେ ତୁମେ ଶାହରୁଖ୍‌ଙ୍କ ସହ ‘ଫ୍ୟାନ୍‌’ରେ ଅଭିନୟ କରିବା ପାଇଁ ଯୋଗ୍ୟ ବିବେଚିତ ହୋଇଛ। କିଛି ସମୟ ପରେ ସେଠାରେ ପହଞ୍ଚି ବସିଥିବା ବ‌େଳେ ମତେ ଲେଟର ମିଳିଲା। ଏହା ଦେଖିବା ପରେ ଶାହରୁଖଙ୍କୁ ଭେଟିବାକୁ ସୁଯୋଗ ମିଳୁଥିବା ଜାଣି ମୋ ଆଖି ଛଳଛଳ ହୋଇଯାଇଥିଲା ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe