ଆଲିଆ ଭଟ୍ଟ କ’ଣ କହିଲେ ନିଜର ଟପ୍‌ ସିକ୍ରେଟ୍‌  ସଂପର୍କରେ

ଆଲିଆ ଭଟ୍ଟ କ’ଣ କହିଲେ ନିଜର ଟପ୍‌ ସିକ୍ରେଟ୍‌  ସଂପର୍କରେ

ମୁମ୍ବାଇ: ବଲିଉଡର ହଟ୍‌ ଆଣ୍ଡ୍‌ ବୋଲଡ୍‌ ହିରୋଇନ୍‌ ଆଲିଆ ଭଟ୍ଟ ଏବେ ତାଙ୍କର ନୂଆ ସିନେମା ‘ବ୍ରହ୍ମାସ୍ତ୍ର’ର ସୁଟିଂରେ ବ୍ୟସ୍ତ ଅଛନ୍ତି।  ସେ ଅନେକ ସମୟରେ ନିଜର ବ୍ୟକ୍ତିଗତ ଜୀବନ ସଂପର୍କରେ ଖୁଲାସା କରି ଚର୍ଚ୍ଚା ସାଉଁଟିଥାନ୍ତି । ସାଧାରଣତଃ ନାୟିକାମାନେ ଏ ବିଷୟରେ ଟିକେ ସତର୍କତା ଅବଲମ୍ବନ କରିଥାନ୍ତି, କିନ୍ତୁ ଏ କ୍ଷେତ୍ରରେ ଆଲିଆ ଏକଦମ୍‌ ଭିନ୍ନ । ସେ ନିଜର ବେଡ୍‌ ରୁମ୍‌ ସିକ୍ରେଟ୍‌ ଏବଂ ସେକ୍ସ୍‍ ଲାଇଫ୍‌ ସଂପର୍କରେ ଖୋଲାଖୋଲି କଥା ହୋଇଥିଲେ ।

publive-image

ସେ କହିଥିଲେ ଯେ ତାଙ୍କର ସବୁଠୁ ପ୍ରିୟ ସେକ୍ସ୍‍ ପୋଜିସନ୍‌ ହେଲା‘the classic missionary’। ଯଦି କେବେ ଜଣେ ୧୮ ବର୍ଷର ଟିନ୍‌ ଏଜର୍‌ ବା ୫୦ ବର୍ଷର ବ୍ୟକ୍ତିଙ୍କ ଭିତରୁ ଜଣକ ସହ ସଂପର୍କ ବାଛିବାକୁ କୁହାଯିବ ତେବେ ସେ ୫୦ ବର୍ଷର ବ୍ୟକ୍ତିଙ୍କ ସହିତ ଶାରୀରିକ ସଂପର୍କ ରଖିବାକୁ ଚାହିଁବେ ବୋଲି କହିଛନ୍ତି ଆଲିଆ । କାରଣ ଜଣେ ଟିନ୍‌ ଏଜର୍‌ ତାଙ୍କୁ ସେହି ସୁଖ ଦେଇ ପାରିବ ନାହିଁ ଯାହା ଜଣେ ବୟୋପ୍ରାପ୍ତ ବ୍ୟକ୍ତି ଦେଇ ପାରିବେ । ଏଠାରେ ସୂଚନାଯୋଗ୍ୟ ଯେ ସେ ଏହି କଥା  ଏକ ଫ୍ୟାସନ୍‌ ମାଗାଜିନ୍‌ରେ କହିଛନ୍ତି । ଖାଲି ସେତିକି ନୁହେଁ ଆଲିଆ ତାଙ୍କର ହଟ୍‌ ଫଟୋ ମଧ୍ୟ ଇନଷ୍ଟାଗ୍ରାମ୍‌ ରେ ସେଆର୍‌ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe