Pledge Times
ସୁପରହିଟ୍ ବଲିଉଡ୍ ଚଳଚ୍ଚିତ୍ର ‘ତେରେ ନାମ’ ସିକ୍ବେଲ ତିଆରି ହୋଇପାରିବ। ଚଳଚ୍ଚିତ୍ରର ମୁଖ୍ୟ ଭୂମିକା ‘ରାଧେ’ ଚରିତ୍ର ଯେଉଁଠି ଶେଷ ହୋଇଛି, ସେହିଠାରୁ ଆଉ ଏକ କାହାଣୀ ତିଆରି ସମ୍ଭବ। ଏଥିପାଇଁ ଅନେକ କାହାଣୀ ମୋ ପାଖରେ ଅଛି। ଏକ ସାକ୍ଷାତକାରରେ ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ ସତୀଶ କୌଶିକ ଏପରି କହିଛନ୍ତି। ସୂଚନାଯୋଗ୍ୟ, ୨୦୦୩ରେ ବଡ଼ ପରଦାରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ରଟି ଦର୍ଶକାଦୃତି ପାଇଥିଲା। ସେତେବେଳେ ଏହାର ଦ୍ବିତୀୟ ଭାଗ ଅର୍ଥାତ୍ ସିକ୍ବେଲ ଆସିବ ବୋଲି ଚର୍ଚ୍ଚା ଲାଗି ରହିଥିଲା।
Follow Us