ଘରକୁ ଗଣେଶ ମୂର୍ତ୍ତିି ଆଣି କାଲି ପାଇଁ ପ୍ରସ୍ତୁତ ହେଲେଣି ଶିଳ୍ପା ସେଟ୍ଟୀ ଓ ବିବେକ ଓବରଏ

Advertisment
ଘରକୁ ଗଣେଶ ମୂର୍ତ୍ତିି ଆଣି କାଲି ପାଇଁ ପ୍ରସ୍ତୁତ ହେଲେଣି ଶିଳ୍ପା ସେଟ୍ଟୀ ଓ ବିବେକ ଓବରଏ

www.hindustantimes.com

ମୁମ୍ବାଇ: ରାତି ପାହିଲେ ଗଣେଶ ଚତୁର୍ଥୀ। ସାରା ଦେଶରେ ଗଣପତି ବାବାଙ୍କ ପାଇଁ ଚାଲିଛି ସାଜସଜା। ଗଣପତି ବାବାଙ୍କ ପୂଜା ପାଇଁ ବଲିଉଡ୍‌ ତାରକାମାନେ ବି ଆଜିଠାରୁ ସଜବାଜ ହେଲେଣି।

publive-image www.hindustantimes.com

ଜାଣିବାକୁ ମିଳିଛି ଯେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ତାଙ୍କ ଘରକୁ ରବିବାର ଅପରାହ୍ନଣରେ ଏକ ଗଣେଶ ମୂର୍ତ୍ତି କିଣି ଆଣିଛନ୍ତି। ସେ ଗଣେଶଙ୍କୁ ଏକ ନାଲି ବସ୍ତ୍ରରେ ଢାଙ୍କି ଘରକୁ ପାଛୋଟି ନେଇଛନ୍ତି। କେବଳ ଶିଳ୍ପା ନୁହଁନ୍ତି ଅଭିନେତା ବିବେକ ଓବରଏ ମଧ୍ୟ ତାଙ୍କ ଘରକୁ ଗଣେଶଙ୍କୁ ସ୍ୱାଗତ କରିଛନ୍ତି।

ପ୍ରତିବର୍ଷ ଗଣେଶ ଚତୁର୍ଥୀରେ ଅନେକ ବଲିଉଡ୍‌ ଷ୍ଟାର୍‌ ବଡ଼ ଧୁମ୍‌ଧାମରେ ଉତ୍ସବ ମନାଇଥାନ୍ତି। ସେମାନଙ୍କ ମଧ୍ୟରୁ ଶିଳ୍ପା ସେଟ୍ଟୀ ଅନ୍ୟତମ। ଶିଳ୍ପୀ ଗଣେଶ ପୂଜା ସମୟରେ କିମ୍ବା ଭସାଣୀ ସମୟରେ ପ୍ରାୟ ପ୍ରତି ବର୍ଷ ଖୁବ୍‌ ଉପଭୋଗ କରୁଥିବା ଅନ୍ଦାଜରେ ନଜର ଆସିଥାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe