ସୁଟିଂ ବେଳେ କାଠ ପଟା ଖସିବାରୁ ଆହତ ହେଲେ ତୁଳସୀ କୁମାର

Advertisment

ଚଣ୍ଡିଗଡ଼ରେ ଏକ ମ୍ୟୁଜିକ୍ ଭିଡିଓର ସୁଟିଂ ସମୟରେ ଆହତ ହୋଇଛନ୍ତି ଗାୟିକା ତୁଲସୀ କୁମାର । ତାଙ୍କ ଉପରେ ଏକ ବଡ଼ କାଠ ପଟା ପଡିଯିବାରୁ ତାଙ୍କ ଅଣ୍ଟାରେ ଆଘାତ ଲାଗିଥିବା ଜଣାଯାଇଛି।

ଚଣ୍ଡିଗଡ଼ରେ ଏକ ମ୍ୟୁଜିକ୍ ଭିଡିଓର ସୁଟିଂ ସମୟରେ ଆହତ ହୋଇଛନ୍ତି ଗାୟିକା ତୁଲସୀ କୁମାର । ତାଙ୍କ ଉପରେ ଏକ ବଡ଼ କାଠ ପଟା ପଡିଯିବାରୁ ତାଙ୍କ ଅଣ୍ଟାରେ ଆଘାତ ଲାଗିଥିବା ଜଣାଯାଇଛି।

ewrwer

ଚଣ୍ଡିଗଡ଼: ଚଣ୍ଡିଗଡ଼ରେ ଏକ ମ୍ୟୁଜିକ୍ ଭିଡିଓର ସୁଟିଂ ସମୟରେ ଆହତ ହୋଇଛନ୍ତି ଗାୟିକା ତୁଲସୀ କୁମାର । ତାଙ୍କ ଉପରେ ଏକ ବଡ଼ କାଠ ପଟା ପଡିଯିବାରୁ ତାଙ୍କ ଅଣ୍ଟାରେ ଆଘାତ ଲାଗିଥିବା ଜଣାଯାଇଛି। ତୁଲସୀ କୁମାର ଚଣ୍ଡିଗଡ଼ରେ ତାଙ୍କର ଆଗାମୀ ମ୍ୟୁଜିକ୍ ଭିଡିଓର ସୁଟିଂ ପାଇଁ ପହଞ୍ଚିଥିବା ବେଳେ ତାଙ୍କ ସହ ଏହି ବଡ଼ ଦୁର୍ଘଟଣା ଘଟିଥିଲା, ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। 

ଇନଷ୍ଟାଗ୍ରାମରେ ସେୟାର ହୋଇଥିବା ଭିଡିଓରେ ତୁଲସୀ ଏକ ଧଳା ରଙ୍ଗର ପୋଷାକ ପିନ୍ଧି ସୁଟ୍ ପାଇଁ ପ୍ରସ୍ତୁତ ହେଉଥିବା ଦେଖାଯାଇଛି। ଏହା ପରେ ତାଙ୍କ ବାମ ପଟେ ଥିବା ପଟା ଖସିବା ସହ ପଛ ପଟେ ଥିବା ବଡ଼ ପଟାଟି ତାଙ୍କ ଉପରକୁ ଖସିପଡ଼ୁଛି। ସୁଟିଂରେ ଥିବା କ୍ରୁ ସଦସ୍ୟଙ୍କ ଚିତ୍କାର ଶୁଣି ତୁଳସୀ ଆଗକୁ ଆସିବାକୁ ‌ଚେଷ୍ଟା କରିଥିଲେ ବି ପଟାଟି ତାଙ୍କ ଅଣ୍ଟାରେ ପଡ଼ିଯାଉଛି। ଏହା ଫଳରେ ତାଙ୍କ ଅଣ୍ଟାରେ ଆଘାତ ଲାଗୁଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe