DNA India
ବଲିଉଡ୍ର ଚୁଲ୍ବୁଲି ଅଭିନେତ୍ରୀ ଶ୍ରଦ୍ଧା କପୁର ଓ ଚକ୍ଲେଟ୍-ବଏ ରଣବୀର କପୁର ଖୁବ୍ଶୀଘ୍ର ପ୍ରଥମଥର ପାଇଁ ରୁପେଲି ପରଦାରେ ଏକାଠି ନଜର ଆସିବେ। ‘ପ୍ୟାର୍ କା ପଞ୍ଚନାମା’ ଓ ‘ସୋନୁ କି ଟିଟୁ କି ସ୍ୱିଟି’ ଭଳି ସୁପରହିଟ୍ ଚଳଚ୍ଚିତ୍ରରେ ନିର୍ଦ୍ଦେଶନା ଦେଇଥିବା ଲବ୍ ରଞ୍ଜନ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଭାର ଗ୍ରହଣ କରିଛନ୍ତି। ଏବେ ସୁଦ୍ଧା ଚଳଚ୍ଚିତ୍ରର ଟାଇଟଲ୍ ଘୋଷଣା ହୋଇନି। କିନ୍ତୁ ଖୁବ୍ ଶୀଘ୍ର ଏହାର ସୁଟିଂ ଆରମ୍ଭ ହୋଇଯିବ ବୋଲି ସୂଚନା ମିଳିଛି।
Follow Us