ସତର୍କ କରାଇଲେ ସୋନି

Advertisment
ସତର୍କ କରାଇଲେ ସୋନି

Radio Sargam

ବି-ଟାଉନ୍‌ରେ ଏବେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ନିକଟରେ ଅଭିନେତ୍ରୀ ଆଲିଆ ଭଟ୍ଟ କରୋନାରେ ସଂକ୍ରମିତ ହେବା ପରେ ତାଙ୍କ ମା’ ସୋନି ରାଜଦାନ୍ ଟ୍ବିଟ୍ କରି ଜନସାଧାରଣଙ୍କୁ ସଚେତନ ରହିବାକୁ ପରାମର୍ଶ ଦେଇଛନ୍ତି। କରୋନାର ଦ୍ବିତୀୟ ଲହର ଆରମ୍ଭ ହୋଇସାରିଥିବାରୁ, କରୋନା ବର୍ତ୍ତମାନ ଚାରିଆଡ଼େ ରହିଥିବା ସେ କହିଛନ୍ତି। ଝିଅକୁ କରୋନା ହେବା ପରେ ସେ ଭୟଭୀତ ହୋଇପଡ଼ିଛନ୍ତି। ତେଣୁ ସମସ୍ତେ ଅତି କମ୍‌ରେ ସରକାରଙ୍କ କରୋନା ମାର୍ଗଦର୍ଶିକା ଅନୁପାଳନ କରିବାକୁ ସେ ଅନୁରୋଧ କରିଛନ୍ତି। ପୂର୍ବରୁ ସୋନି କଳାକାରମାନଙ୍କ ଟିକାକରଣ କରାଇବାକୁ ଦାବି କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe