ଜାଣନ୍ତି ,ଏହି ସିନେମାର ସୁଟିଂ ବେଳେ ପ୍ରଥମେ ଗର୍ଭବତୀ ହୋଇଥିଲେ ଶ୍ରୀଦେବୀ !

ଜାଣନ୍ତି ,ଏହି ସିନେମାର ସୁଟିଂ ବେଳେ ପ୍ରଥମେ ଗର୍ଭବତୀ ହୋଇଥିଲେ ଶ୍ରୀଦେବୀ !

photo-youtube

ମୁମ୍ବାଇ: ବଲିଉଡର କଳାକାରଙ୍କ ଜୀବନଶୈଳୀକୁ ନେଇ ଅନେକ ସମୟରେ ଚର୍ଚ୍ଚା ହୁଏ। କେତେକ ନାୟିକା କେତେକ ନାୟିକା ନିଜ ଫିଲ୍ମର ସୁଟିଂ ସମୟରେ ହିଁ ଗର୍ଭବତୀ ହୋଇ ଥିଲେ । ଏମାନଙ୍କ ମଧ୍ୟରୁ କେତେକଙ୍କ ଫିଲ୍ମ ଅଟକି ଥିଲା, ତ କେହି ସେଥିରୁ ବାଦ୍‌ ପଡ଼ିଥିଲେ । ହେଲେ ଏମିତି ବି ନାୟିକା ଅଛନ୍ତି, ଯିଏ ଗର୍ଭାବସ୍ଥାରେ ବି ଫିଲ୍ମର ସୁଟିଂ ଶେଷ କରିଛନ୍ତି । ଏମିତି ଜଣେ ନାୟିକା ଥିଲେ ଶ୍ରୀଦେବୀ ।

publive-image photo-youtube

୧୯୯୭ରେ ଯେତେବେଳେ ଏହି ଖ୍ୟାତନାମା ନାୟିକା ଶ୍ରୀଦେବୀ ‘ ଜୁଦାଇ’ ଫିଲ୍ମର ସୁଟିଂ କରୁଥିଲେ, ସେତେବେଳେ ତାଙ୍କୁ ଜଣାଗଲା ଯେ ସେ ଗର୍ଭବତୀ । କିନ୍ତୁ ସେ ‘ ଜୁଦାଇ’ ଫିଲ୍ମର ସୁଟିଂ କରୁଥିଲେ, ସେତେବେଳେ ତାଙ୍କୁ ଜଣାଗଲା ଯେ ସେ ଗର୍ଭବତୀ । କିନ୍ତୁ ସେ ‘ଜୁଦାଇ’ ର ସୁଟିଂ ଶେଷ କରିଥିଲେ । କାରଣ ଏଥିରେ ସେ ହିିଁ ମୁଖ୍ୟ ନାୟିକା ଥିଲେ। ଏହାର ନିର୍ଦ୍ଦେଶନା ଦେଇଥିଲେ ରାଜ୍‌ କଓ୍ଵଁର୍‌। ଏଥିରେ ଅନୀଲ କପୁର ଥିଲେଶ୍ରୀଦେବୀ ଙ୍କ ନାୟକ ଭୂମିକାରେ। ‘ଜୁଦାଇ’ ବି ସୁପରହିଟ୍‌ ହୋଇଥିଲା। ଆଉ ଏକ ଉଲ୍ଲେଖନୀୟ କଥା ଯେ ଏହି ସିନେମାରେ ଥିବା ଉର୍ମିଳା ମାତୋଣ୍ଡକରଙ୍କ ଚରିତ୍ର ନାଆଁରେ ନିଜ ଝିଅର ନାମ ରଖିଥିଲେ ଜାହ୍ନବୀ କପୁର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe