ଛୋଟ ପରଦାରେ ସଉତୁଣୀ ନଂ ୱାନ୍

Advertisment

ସତ୍ୟନାରାୟଣ ପ୍ରଡକ୍ସନ ପ୍ରଯୋଜିତ ଟେଲି ସିନେମା ‘ସଉତୁଣୀ ନଂ ୱାନ୍’ର ୱାର୍ଲଡ୍‌ ଟିଭି ପ୍ରିମିୟର୍ ଆସନ୍ତାକାଲି (୪ ତାରିଖ) ତରଙ୍ଗ ଟିଭିରେ ହେବ। ଶୁଭେନ୍ଦ୍ର ମଲ୍ଲ ଓ ପ୍ରଦ୍ୟୁମ୍ନ ଲେଙ୍କାଙ୍କ ପ୍ରଯୋଜିତ ଏହି ଟେଲି ସିନେମାରେ....

ସତ୍ୟନାରାୟଣ ପ୍ରଡକ୍ସନ ପ୍ରଯୋଜିତ ଟେଲି ସିନେମା ‘ସଉତୁଣୀ ନଂ ୱାନ୍’ର ୱାର୍ଲଡ୍‌ ଟିଭି ପ୍ରିମିୟର୍ ଆସନ୍ତାକାଲି (୪ ତାରିଖ) ତରଙ୍ଗ ଟିଭିରେ ହେବ। ଶୁଭେନ୍ଦ୍ର ମଲ୍ଲ ଓ ପ୍ରଦ୍ୟୁମ୍ନ ଲେଙ୍କାଙ୍କ ପ୍ରଯୋଜିତ ଏହି ଟେଲି ସିନେମାରେ....

scscvv

ସତ୍ୟନାରାୟଣ ପ୍ରଡକ୍ସନ ପ୍ରଯୋଜିତ ଟେଲି ସିନେମା ‘ସଉତୁଣୀ ନଂ ୱାନ୍’ର ୱାର୍ଲଡ୍‌ ଟିଭି ପ୍ରିମିୟର୍ ଆସନ୍ତାକାଲି (୪ ତାରିଖ) ତରଙ୍ଗ ଟିଭିରେ ହେବ। ଶୁଭେନ୍ଦ୍ର ମଲ୍ଲ ଓ ପ୍ରଦ୍ୟୁମ୍ନ ଲେଙ୍କାଙ୍କ ପ୍ରଯୋଜିତ ଏହି ଟେଲି ସିନେମାରେ ନିଲ୍ ପଣ୍ଡା, ଜସ୍ମିନ ରଥ, ଲାବ୍ରିନ୍ ଖାନମ୍, ପ୍ରଦ୍ୟୁମ୍ନ ଲେଙ୍କା, ପୁଷ୍ପଲତା ମିଶ୍ର, ମିଲି ମହାନ୍ତି, ଇଲୁ ବାନାର୍ଜୀ, ତାପସ ସରଘରିଆ, ଅଶୋକ, ଆଲୋକ, ଶ୍ରୀଲା ତ୍ରିପାଠୀ, ଉଦିତ ଗୁରୁ, ଗୁଡୁ, ଗୌତମ, ସରସ୍ବତୀ ଦେବୀ, ହାଡୁ ଓ ଶୁଭେନ୍ଦ୍ର ମଲ୍ଲ ପ୍ରମୁଖ ଅଭିନୟ କରିଛନ୍ତି। ନାୟକ ନିଲ୍‌ଙ୍କ ସହ ଏଥିରେ ଦୁଇ ନାୟିକା ଜସ୍ମିନ ରଥ ଓ ଲାବ୍ରିନ୍‌ ଖାନମଙ୍କୁ ଦେଖିବାକୁ ପାଇବେ ଦର୍ଶକ।

ଏଥିରେ ସସ୍‌ପେନ୍ସ ଓ କମେଡି ଭରପୂର ମାତ୍ରାରେ ରହିଛି। ଟେଲିଜଗତର ଜଣାଶୁଣା ନିର୍ଦ୍ଦେଶକ ମହେଶ ହାଜରା ଏହାର ନିର୍ଦ୍ଦେଶନା ଦେଇଛନ୍ତି। ସଞ୍ଜୟ ମହାକୁଳ ଏହାର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଛନ୍ତି। ନିର୍ମଳ ନାୟକ ଓ ଦୀପକ ଜେନା ଗୀତ ରଚନା କରିଛନ୍ତି । ବିରଜା ପ୍ରସାଦ ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା ବେଳେ ଲୁବୁନ-ଟୁବୁନ ଏବଂ ମହେଶ ହାଜରା ନୃତ୍ୟ ନିର୍ଦ୍ଦେଶନା ଦାୟିତ୍ବ ବହନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe