ସ୍ୱରାଙ୍କ ପଥରେ ଶ୍ୱେତା: ପରଦାରେ ଆପତ୍ତିଜନକ ଦୃଶ୍ୟ ଦେଇ ଚର୍ଚ୍ଚାରେ ଶ୍ୱେତା ତ୍ରିପାଠୀ

ସ୍ୱରାଙ୍କ ପଥରେ ଶ୍ୱେତା: ପରଦାରେ ଆପତ୍ତିଜନକ ଦୃଶ୍ୟ ଦେଇ ଚର୍ଚ୍ଚାରେ ଶ୍ୱେତା ତ୍ରିପାଠୀ

ମୁମ୍ବାଇ: ଭାରତୀୟ ମନୋରଞ୍ଜନ ଇଣ୍ଡଷ୍ଟ୍ରରେ ହସ୍ତମୈଥୁନ ଦୃଶ୍ୟ ଏବେ ଆଉ ଏକ ଲଜ୍ଜାଜନକ କଥା ହୋଇ ନାହିଁ। ପରଦାରେ ବାରମ୍ବାର ଏପରି ଆପତ୍ତିଜନକ କାର୍ଯ୍ୟ କରି ଥରକୁ ଥର ଜଣେ ପରେ ଜଣେ ଚର୍ଚ୍ଚାରେ ରହି ଆସିଛନ୍ତି। ଚଳଚ୍ଚିତ୍ର ‘ଭିରେ ଦ େଓ୍ଵଡିଂ’ ରେ ହସ୍ତମୈଥୁନ ଦୃଶ୍ୟ କରି ବିବାଦରେ ରହିଥିଲେ ଅଭିନେତ୍ରୀ ସ୍ୱରା ଭାସ୍କର। ଏବେ ସ୍ୱରାଙ୍କ ପଥ ଅନୁକରଣ କରିଛନ୍ତି ଅଭିନେତ୍ରୀ ଶ୍ୱେତା ତ୍ରିପାଠୀ। ଶ୍ୱେତା ଏକ େଓ୍ଵବ୍‌ ସିରିଜ୍‌ରେ ‘ମିର୍‌ଜାପୁର’ରେ ହସ୍ତମୈଥୁନ୍ୟ ଦୃଶ୍ୟରେ ଅଭିନୟ କରି ଚର୍ଚ୍ଚାରେ ଅଛନ୍ତି।

ଦୃଶ୍ୟଟି ହେଉଛି ଏପରି, ଶ୍ୱେତା ଏକ ପୁସ୍ତକ ଧରି ପଢୁଛନ୍ତି। ସେହି ପୁସ୍ତକ ଭିତରେ ଏକ ଆଡଲ୍‌ଟ ପୁସ୍ତକ ରହିଛି। ତାହାକୁ ଦେଖି ସେ ଉତ୍ତେଜିତ ହୋଇ ଉଠୁଛନ୍ତି। ତା’ପରେ ସେ ହସ୍ତମୈଥୁନ କରିବା ସହ ଆପତ୍ତିଜନକ ସ୍ୱର କାଢ଼ିଛନ୍ତି। ବାସ୍ତବରେ ସେ ସ୍ୱରଟି ହେଉଛି ସବିତା ଭାବିଙ୍କର। ଶ୍ୱେତାଙ୍କ ପ୍ରଚ୍ଛଦରେ ସେହି ସ୍ୱରକୁ ବଜା ଯାଉଛି। ଏହି େଓ୍ଵବ୍‌ ସିରିଜ୍‌ର ନିର୍ଦ୍ଦେଶକ ହେଉଛନ୍ତି ଗୁରମିତ୍‌ ସିଂହ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe