କ୍ରିକେଟ୍ ଖେଳୁଛନ୍ତି ତାପସି

Advertisment
କ୍ରିକେଟ୍ ଖେଳୁଛନ୍ତି ତାପସି

India TV News

ତେଲୁଗୁ ଚଳଚ୍ଚିତ୍ର ଜଗତରୁ କ୍ୟାରିୟର୍ ଆରମ୍ଭ କରିଥିବା ନାୟିକା ତାପସୀ ପନ୍ନୁ ଏବେ କ୍ରିକେଟ୍ ଅଭ୍ୟାସ କରୁଛନ୍ତି। ପୂର୍ବରୁ ଆଥଲେଟିକ୍ ‘ରଶ୍ମି ରକେଟ୍’ ଚଳଚ୍ଚିତ୍ରରେ ଅଭିନୟ କରିବା ପାଇଁ ୪୦୦ ମିଟର୍ ଟ୍ରାକ୍‌ରେ ଦୌଡ଼ୁଥିବା ତାପସୀ ଏବେ ‘ସାବାସ୍ ମିଟୁ’ ଚଳଚ୍ଚିତ୍ର ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ଭାରତୀୟ ମହିଳା କ୍ରିକେଟ୍‌ ଦଳର ଅଧିନାୟିକା ମିତାଲି ରାଜ୍‌ଙ୍କ ଉପରେ ପ୍ରସ୍ତୁତ ହେବାକୁ ଥିବା ଏହି ଚଳଚ୍ଚିତ୍ରରେ ତାପସୀ ମିଟୁ ଭୂମିକାରେ ଅଭିନୟ କରିବେ। ଏନେଇ ସେ ପ୍ରତିଦିନ ମିତାଲିଙ୍କ ବ୍ୟାଟିଂ ଶୈଳୀକୁ ଅଭ୍ୟାସ କରୁଛନ୍ତି। ଏହାର ଫଟୋ ବର୍ତ୍ତମାନ ସାମାଜିକ ଗଣମାଧ୍ୟମରେ ଘୁରିବୁଲୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe