ପୁଣି ଖଳନାୟକ ଭୂମିକାରେ ତାପସ

Advertisment

ଆଗଧାଡ଼ିର ନିର୍ଦ୍ଦେଶକ ତାପସ ସରଘରିଆଙ୍କୁ ଦର୍ଶକ ଗତବର୍ଷ ‘ଚନ୍ଦ୍ରବଂଶୀ’ ଓ ‘କର୍ମ’ରେ ଖଳନାୟକ ଭୂମିକାରେ ଦେଖିବାକୁ ପାଇଥିଲେ। ବିଶେଷକରି ୟଶ-ସୁନୀଲଙ୍କ ନିର୍ଦ୍ଦେଶିତ ‘ଚନ୍ଦ୍ରବଂଶୀ’ରେ ତାଙ୍କ ଖଳନାୟିକୀ ଦର୍ଶକଙ୍କୁ ଖୁବ୍ ପ୍ରଭାବିତ କରିଥିଲା।

fhfsfhhf

ଆଗଧାଡ଼ିର ନିର୍ଦ୍ଦେଶକ ତାପସ ସରଘରିଆଙ୍କୁ ଦର୍ଶକ ଗତବର୍ଷ ‘ଚନ୍ଦ୍ରବଂଶୀ’ ଓ ‘କର୍ମ’ରେ ଖଳନାୟକ ଭୂମିକାରେ ଦେଖିବାକୁ ପାଇଥିଲେ। ବିଶେଷକରି ୟଶ-ସୁନୀଲଙ୍କ ନିର୍ଦ୍ଦେଶିତ ‘ଚନ୍ଦ୍ରବଂଶୀ’ରେ ତାଙ୍କ ଖଳନାୟିକୀ ଦର୍ଶକଙ୍କୁ ଖୁବ୍ ପ୍ରଭାବିତ କରିଥିଲା। ଜଣେ ମାଫିଆ ଭୂମିକାରେ ଥିବା ତାପସଙ୍କ ଉର୍ଦ୍ଦୁ ସଂଳାପ ବେଶୀ ଚର୍ଚ୍ଚାର ବିଷୟ ହୋଇଥିଲା। ତାଙ୍କ ଅଭିନୀତ ଅନ୍ୟ ଏକ ସିନେମା ‘ରାଣ୍ଡି ପୁଅ ଅନନ୍ତା’ ବି ରିଲିଜ୍ ଅପେକ୍ଷାରେ ରହିଛି। 

ହେଲେ ଖୁବ୍ ଶୀଘ୍ର ତାପସ ସରଘରିଆ ଏକ ନୂଆ ଓଡ଼ିଆ ସିନେମାରେ ପୁଣି ଖଳନାୟକ ଭୂମିକାରେ ଅଭିନୟ କରିବେ। ନୂଆ ଚଳଚ୍ଚିତ୍ର ‘ସ୍କାମ୍-୯୯’ରେ ଜଣେ ଡିଜିଟାଲ୍ ଠକ ଚରିତ୍ରରେ ଅଭିନୟ କରିଛନ୍ତି ତାପସ। ୟଶ-ସୁନୀଲଙ୍କ ନିର୍ଦ୍ଦେଶିତ ଏହି  ସିନେମାର ସ୍କ୍ରିପ୍ଟ ଲେଖିଛନ୍ତି ଅନୀଲ। ‘ଚନ୍ଦ୍ରବଂଶୀ’ର ଶେଖ୍ ଚିଲମ୍ ଭଳି ‘ସ୍କାମ୍-୯୯’ର ଡିଜିଟାଲ୍ ଲୁଟେରା ଚରିତ୍ରକୁ ବି ଦର୍ଶକ ପସନ୍ଦ କରିବେ ବୋଲି ତାପସ ଆଶାବାଦୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe