ଇର୍‌ଫାନଙ୍କ ଅଭିନୀତ ‘କୋବ୍ରା’ ଫିଲ୍ମର ଟିଜର୍ ରିଲିଜ୍

Advertisment
ଇର୍‌ଫାନଙ୍କ ଅଭିନୀତ ‘କୋବ୍ରା’ ଫିଲ୍ମର ଟିଜର୍ ରିଲିଜ୍

The Indian Express

ପୂର୍ବତନ ଭାରତୀୟ ଅଲରାଉଣ୍ଡର୍ ଇର୍‌ଫାନ ପଠାନ୍‌ଙ୍କ ଅଭିନୀତ ଚଳଚ୍ଚିତ୍ର ‘କୋବ୍ରା’ର ଟିଜର୍ ରିଲିଜ୍ ହୋଇଛି। ୧୦୦ ସେକେଣ୍ଡ୍‌ର ଏହି ଟିଜର୍‌ରେ ସାମାଜିକ ଗଣମାଧ୍ୟମରେ ଖୁବ୍ ଭାଇରାଲ୍ ହେଉଛି। ତାମିଲ୍ ଷ୍ଟାର୍ ବିକ୍ରମ ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଅଭିନୟ କରୁଥିବା ବେଳେ ଇର୍‌ଫାନ ତୁର୍କୀର ଜଣେ ଇଣ୍ଟର୍‌ପୋଲ୍ ଅଧିକାରୀ ଭୂମିକାରେ ନଜରରେ ଆସିବେ। ବିକ୍ରମ ଏହି ଫିଲ୍ମରେ ଗଣିତଜ୍ଞ ଭାବେ ଅଭିନୟ କରୁଛନ୍ତି ଓ ନିଜ ସୃଜନଶୀଳତାକୁ ଉପଯୋଗ କରି ସମାଜରେ ଅପରାଧ ଘଟାଉଛନ୍ତି। ଇର୍‌ଫାନ ସମାଜରୁ ଅପରାଧ ହଟାଇବା ପାଇଁ ବିକ୍ରମଙ୍କୁ କଳା କାରନାମା ବନ୍ଦ କରିବାକୁ ଉଦ୍ୟମ କରୁଥିବା ଫିଲ୍ମରେ ଦେଖିବାକୁ ମିଳିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe