୨୦ରେ ‘ଜବରଦସ୍ତ ଜ୍ବାଇଁ’

ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଜବରଦସ୍ତ ଜ୍ବାଇଁ’ ଅକ୍‌ଟୋବର ୨୦ ତାରିଖ ସଂଧ୍ୟା ୬.୩୦ରେ ଜୀ ସାର୍ଥକରେ ପ୍ରସାରିତ ହେବ। କବୀର ଦାସଙ୍କ ପ୍ରଯୋଜିତ ତଥା ଅଶୋକ ପତିଙ୍କ ନିର୍ଦ୍ଦେଶିତ ଏହି ହାସ୍ୟରସାତ୍ମକ ଛବିରେ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ବୈଦ୍ୟନାଥ ଦାଶ।

00

ଅର୍ଥ ବାଧକ ସାଜିବାରୁ ଚାକିରି ପାଇଁ ରାଜଧାନୀ ଭୁବନେଶ୍ବର ଆସିଥିବା ଶିକ୍ଷିତ ଯୁବକ ପ୍ରଭାତ କିଭଳି ଦୁଇ ଜଣ ମାଲିକଙ୍କ ଜ୍ବାଇଁ ହେବା ଚକ୍କରରେ ପଡ଼ି ହଇରାଣ ହେଉଛି ତାହା ଏଥିରେ ପ୍ରଦର୍ଶିତ ହୋଇଛି।

ଉଭୟେ ମାଲିକ ପ୍ରଭାତକୁ ପସନ୍ଦ କରିବା ସହିତ ନିଜ ଝିଅର ବାହାଘର ତା’ ସହ କରିବେ ବୋଲି ମନେମନେ ସ୍ଥିର କରିଛନ୍ତି। ଏଭଳି ସ୍ଥିତିରୁ ସେ କିଭଳି ମୁକୁଳୁଛି ଓ ଜୀବନସାଥୀ ବାଛୁଛି ତାହା କାହାଣୀରେ ଦେଖାଯାଇଛି। ଫିଲ୍ମରେ ମୁଖ୍ୟ ଚରିତ୍ରରେ ଦୀପନ୍ବିତ୍, କୁକିଜ୍, କେ.କେ, ଚୌଧୁରୀ ଜୟପ୍ରକାଶ ଦାସ ଓ ଜୀବନ ପଣ୍ଡା ଅଭିନୟ କରିଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe