ପିତୃ ଦିବସରେ ଝିଅସହ ଅଧା ମୁକୁଳା ଫଟୋ ଉଠାଇବା ମହଙ୍ଗା ପଡ଼ିଲା ‘ପର୍ଣ୍ଣ’ ଅଭିନେତ୍ରୀ ସନ୍ନି ଲିଓନ୍‌ ଓ ତାଙ୍କ ପତିଙ୍କୁ

Advertisment
ପିତୃ ଦିବସରେ ଝିଅସହ ଅଧା ମୁକୁଳା ଫଟୋ ଉଠାଇବା ମହଙ୍ଗା ପଡ଼ିଲା ‘ପର୍ଣ୍ଣ’ ଅଭିନେତ୍ରୀ ସନ୍ନି ଲିଓନ୍‌ ଓ ତାଙ୍କ ପତିଙ୍କୁ

ନୂଆଦିଲ୍ଲୀ: ସଂପ୍ରତି ‘ପର୍ଣ୍ଣ’ ଅଭିନେତ୍ରୀ ସନ୍ନି ଲିଓନ୍‌ଙ୍କ ଏକ ଫଟୋଚିତ୍ରକୁ ନେଇ ପ୍ରକାଶ ପାଇଛି ଦେଶବ୍ୟାପି ପ୍ରତିକ୍ରିୟା। ଗତକାଲି ପିତୃଦିବସ ଅବସରରେ ‘ପର୍ଣ୍ଣ’ ଅଭିନେତ୍ରୀ ସନ୍ନି ଲିଓନ୍‌ ତାଙ୍କ ସ୍ୱାମୀ ଡାନିଏଲ୍‌ େଓ୍ଵବରଙ୍କ ସହ ଗୋଟିଏ ଖଟ ଉପରେ ତାଙ୍କ ପାଳିତା କନ୍ୟା ନିଶାଙ୍କର ଯେଉଁ ଫଟୋଚିତ୍ର ଉଠାଇ ଇନଷ୍ଟାଗ୍ରାମ୍‌ରେ ପୋଷ୍ଟ କରିଛନ୍ତି, ତାକୁ ସହଜ ଭାବେ ଗ୍ରହଣ କରିପାରି ନାହାନ୍ତି ଭାରତୀୟମାନେ।

publive-image

ଏହି ଫଟୋରେ ଟପ୍‌ଲେସ ଥିବା ଅବସ୍ଥାରେ ଯେଉଁ ଫଟୋ ପୋଷ୍ଟ କରିଛନ୍ତି ‘ପର୍ଣ୍ଣ’ ଅଭିନେତ୍ରୀ ସନ୍ନି ଲିଓନ୍‌ ତାହା ଆଦୌ ଗ୍ରହଣଯୋଗ୍ୟ ନୁହେଁ ବୋଲି କହୁଛନ୍ତି ସମସ୍ତେ।ଏହି ଫଟୋକୁ ନେଇ ଏବେ ସୋସିଆଲ ମିଡିଆରେ ଗାଳି କରିବା ଆରମ୍ଭ କରିଛନ୍ତି ‘ପର୍ଣ୍ଣ’ ଅଭିନେତ୍ରୀ ସନ୍ନି ଲିଓନ୍‌ଙ୍କୁ।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe