ସବୁବେଳେ ନୂଆ ଲାଗୁଥିବା ନାଟକ ହିଁ ଶ୍ରେଷ୍ଠ: କୈଳାସ ମଲ୍ଲିକ

Advertisment

ଚାରି ଦଶକରୁ ଅଧିକ ସମୟ ଧରି ଓଡ଼ିଶା ଯାତ୍ରା ଜଗତରେ ସକ୍ରିୟ ନାଟ୍ୟକାର କୈଳାସ ମଲ୍ଲିକ ଏଯାବତ୍‌ ଦୁଇଶହରୁ ଅଧିକ ଯାତ୍ରା ନାଟକ ଲେଖି ସାରିଲେଣି। ବାଣୀକ୍ଷେତ୍ର ଜଗତସିଂହପୁର ମାଟିର ସନ୍ତାନ କୈଳାସଙ୍କ ରଚିତ ଚର୍ଚ୍ଚିତ ନାଟକ.....

ଚାରି ଦଶକରୁ ଅଧିକ ସମୟ ଧରି ଓଡ଼ିଶା ଯାତ୍ରା ଜଗତରେ ସକ୍ରିୟ ନାଟ୍ୟକାର କୈଳାସ ମଲ୍ଲିକ ଏଯାବତ୍‌ ଦୁଇଶହରୁ ଅଧିକ ଯାତ୍ରା ନାଟକ ଲେଖି ସାରିଲେଣି। ବାଣୀକ୍ଷେତ୍ର ଜଗତସିଂହପୁର ମାଟିର ସନ୍ତାନ କୈଳାସଙ୍କ ରଚିତ ଚର୍ଚ୍ଚିତ ନାଟକ.....

gfgbvv

ଚାରି ଦଶକରୁ ଅଧିକ ସମୟ ଧରି ଓଡ଼ିଶା ଯାତ୍ରା ଜଗତରେ ସକ୍ରିୟ ନାଟ୍ୟକାର କୈଳାସ ମଲ୍ଲିକ ଏଯାବତ୍‌ ଦୁଇଶହରୁ ଅଧିକ ଯାତ୍ରା ନାଟକ ଲେଖି ସାରିଲେଣି। ବାଣୀକ୍ଷେତ୍ର ଜଗତସିଂହପୁର ମାଟିର ସନ୍ତାନ କୈଳାସଙ୍କ ରଚିତ ଚର୍ଚ୍ଚିତ ନାଟକ ମଧ୍ୟରୁ ‘ରହିମ୍ ଖାଁର ଭାଗବତ ଟୁଙ୍ଗି’, ‘ଆସୁଛି ସବାରି ହସୁଛି ଶବ’, ‘ସ୍ୱାମୀ ଖୋଜା ଚାଲିଛି’, ‘ବଉଳଲୋ ମୋ ବର ଅସୁଛି’, ‘ଚନ୍ଦନ ଟୋପାକୁ ନାଲି ଅଳତା’, ‘ବାଃ-ବାଃରେ ଆମେରିକା’,‘ନାଁ ଫେରିବାଲା ଗାଁ ନଖରା’, ‘ମୁଦ୍ରା ରାକ୍ଷସ’, ‘ସକାଳ ହେଇନି ଆସିଲା ସଞ୍ଜ’, ‘ସାତ ଟଙ୍କାର ସାନ ବୋହୂ’, ‘ବାଜେ ଝିଅର ଲଭ୍ ଷ୍ଟୋରି’, ‘ଅମାବାସ୍ୟାର ଚନ୍ଦ୍ର’, ‘କଙ୍କାଳ କୋଠି’ ଓ ‘ପରପୁରୁଷ ପାଞ୍ଚ ରାତି’ ମଞ୍ଚସ୍ଥ ହୋଇ ସଫଳତା ହାସଲ କରିଛି।  

ଅସଲରେ ସମାଜରେ ଘଟୁଥିବା ନିତିଦିନିଆ ଘଟଣା ହିଁ କାହାଣୀ। ଏହାକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ନିଜ ଶୈଳୀରେ ଗୋଟିଏ ରୁଚିକର କଥାବସ୍ତୁ ଲେଖିବାକୁ ପଡ଼େ। ତା’ପରେ ତାକୁ ନାଟ୍ୟରୂପ ଦେବାକୁ ପଡ଼ିଥାଏ। ସବୁବେଳେ ନୂଆ ଲାଗୁଥିବା ନାଟକ ହିଁ ଭଲ ନାଟକ ବୋଲି କହନ୍ତି ବରିଷ୍ଠ ଯାତ୍ରା ନାଟ୍ୟକାର କୈଳାସ ମଲ୍ଲିକ।
-ନାରାୟଣ କୁମାର ରାଉତରାୟ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe