‘ଆଇ ଲଭ ୟୁ ୨’ ଫେମ୍ ନାୟକ ଆଦିତ୍ୟଙ୍କ ଅଭିନୀତ ଦ୍ବିତୀୟ ଓଡ଼ିଆ ସିନେମା ‘ମନ୍ଷ୍ଟର୍’ର ସୁଟିଂ ଆରମ୍ଭ ହୋଇଛି। ଏଥିରେ ତାଙ୍କ ବିପକ୍ଷରେ ନବାଗତା ଦିବ୍ୟଜ୍ୟୋତି ତ୍ରିପାଠୀଙ୍କୁ ନିଆଯାଇଛି। ଏଥିରେ ଅନ୍ୟାନ୍ୟ ଭୂମିକାରେ ସୂର୍ଯ୍ୟମୟୀ, କେକେ, ଚୌଧୁରୀ ବିକାଶ ଦାସ, ଜୟ ପ୍ରକାଶ ଦାସ ଓ ମିଷ୍ଟର ରାଉତ ପ୍ରମୁଖଙ୍କୁ ଦେଖିବାକୁ ମିଳିବ।
MGNAREGA: ୨ବର୍ଷ ହେବ ୨୩୧୩୮ ପ୍ରକଳ୍ପର ସରୁନି ନିର୍ମାଣ
ନବାଗତ ଦେବରାଜ ବିଧାର ଏହାର ପ୍ରଯୋଜନା କରିଥିବା ବେଳେ ସୁଧାଂଶୁ ମୋହନ ସାହୁ ନିର୍ଦ୍ଦେଶନା ଦେଇଛନ୍ତି। ଆଦିତ୍ୟ ମହାପାତ୍ର ଏହାର କାହାଣୀ ଓ ଚିତ୍ରନାଟ୍ୟ ଲେଖିଥିବା ବେଳେ ସଂଳାପ ରଚନା କରିଛନ୍ତି ଅମିତ କୁମାର ଦାଶ ଓ ପ୍ରଣବପ୍ରସନ୍ନ ରଥ। ବୈଦ୍ୟନାଥ ଦାଶ ଓ ଆଶିଷ ପ୍ରଧାନ ଏହାର ସଙ୍ଗୀତକାର।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/01/10/dfhshfhsf-2026-01-10-01-34-37.jpg)