ବହି ଧରୁଥିବା ହାତରେ ବୋଳା ହୋଇଛି ପାଉଁଶ। ବହିର ପୃଷ୍ଠା ଲେଉଟାଉଥିବା ଆଙ୍ଗୁଳି ଜପୁଛି ରୁଦ୍ରାକ୍ଷମାଳା। ଭାଇରାଲ ଭିଡିଓରେ ଏକଦା ଆହ୍ଲାବାଦ ବିଶ୍ୱବିଦ୍ୟାଳୟରେ ଆଇନ ପାଠପଢ଼ୁଥିବା ଛାତ୍ର କିପରି ଅଘୋରୀର ପଥ ବାଛିଲେ ତାହାର ସଂଘର୍ଷଭରା କାହାଣୀ ବଖାଣିଛନ୍ତି।
ଅଧିକପଢ଼ନ୍ତୁ:ଡାକ ବିଭାଗରେ ନିଯୁକ୍ତି ସୁଯୋଗ
/sambad/media/agency_attachments/2024-07-24t043029592z-sambad-original.webp)