ଏହି ପିଲା ମୋ’ ହୃଦୟ ଚୋରି କରିନେଇଛି: କଙ୍ଗନା

Advertisment
ଏହି ପିଲା ମୋ’ ହୃଦୟ ଚୋରି କରିନେଇଛି: କଙ୍ଗନା

tezzbuzz.com

କଙ୍ଗନା ନିକଟରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, ଏହି ପିଲା ମୋ’ ହୃଦୟ ଚୋରି କରି ନେଇଛି। ସେଇ ପିଲା ଜଣକ ହେଉଛନ୍ତି ତାଙ୍କ କୁନି ଭଣଜା। କଙ୍ଗନା ନିଜ ଭଣଜା ସହ ଫଟୋ ସେୟାର କରି ଲେଖିଛନ୍ତି, ଗୋଟେ ଛୋଟ ପିଲା ମୋ ହସ ଓ ହୃଦୟ ଚୋରାଇ ନେଇଛି। କିନ୍ତୁ ତାକୁ କେହି କିଛି କହୁନାହାନ୍ତି କାହିଁକି? କଙ୍ଗନା ଏବେ ସବୁବେଳେ ଖବରରେ ରହୁଥିବା ବ‌େଳେ ନିକଟରେ ବଲିଉଡ୍‌ରେ କାଷ୍ଟିଂ କାଉଚ୍‌ ବାବଦରେ ମୁହଁ ଖୋଲିଥିଲେ। ସେ କହିଥିଲେ, ଯେକୌଣସି କଳାକାର ଯେତେ ସଫଳ ହୋଇଥାଉ ପଛେ, କିନ୍ତୁ ତାଙ୍କୁ ଫିଲ୍ମରେ କାମ ପାଇବାକୁ ହେଲେ ସେ ନିର୍ଦେଶକ କିମ୍ବା ଅନ୍ୟ କଳାକାରଙ୍କୁ ଖୁସି କରିବାକୁ ପଡ଼ିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe