ଲୋହିତାକ୍ଷ ଖାଇଲେ ତିନି ଚାପୁଡ଼ା!

Advertisment

ଥରେ ନୁହେଁ କି ଦୁଇ ଥର ନୁହେଁ। ତିନି ତିନି ଥର ଲୋହିତାକ୍ଷଙ୍କ ଗାଲରେ ବାଜିଲା ଶକ୍ତ ଚାପୁଡ଼ା। ତେବେ କିଏ ଓ କାହିଁକି ମାରିଲା? କାହିଁକି ଘଟିଲା ଏପରି ଅଶୋଭନୀୟ ଘଟଣା? କ’ଣ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି?

ଥରେ ନୁହେଁ କି ଦୁଇ ଥର ନୁହେଁ। ତିନି ତିନି ଥର ଲୋହିତାକ୍ଷଙ୍କ ଗାଲରେ ବାଜିଲା ଶକ୍ତ ଚାପୁଡ଼ା। ତେବେ କିଏ ଓ କାହିଁକି ମାରିଲା? କାହିଁକି ଘଟିଲା ଏପରି ଅଶୋଭନୀୟ ଘଟଣା? କ’ଣ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି?

gfgfbvvb

ଥରେ ନୁହେଁ କି ଦୁଇ ଥର ନୁହେଁ। ତିନି ତିନି ଥର ଲୋହିତାକ୍ଷଙ୍କ ଗାଲରେ ବାଜିଲା ଶକ୍ତ ଚାପୁଡ଼ା। ତେବେ କିଏ ଓ କାହିଁକି ମାରିଲା? କାହିଁକି ଘଟିଲା ଏପରି ଅଶୋଭନୀୟ ଘଟଣା? କ’ଣ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି? ନା, ଲୋହିତାକ୍ଷ ଜମାରୁ ସେଭଳି ପିଲା ନୁହନ୍ତି ଯେ କିଏ ତାଙ୍କ ଉପରକୁ ହାତ ଉଠାଇବ। ଅସଲ କଥାଟି ହେଉଛି, ଅଶୋକ ପତିଙ୍କ ନିର୍ଦ୍ଦେଶିତ ତଥା ଦେବାଶିଷ ପଟ୍ଟନାୟକଙ୍କ ପ୍ରଯୋଜିତ ‘ଲଢ଼େଇ’ର ସୁଟିଂ ସେଟ୍‌ରେ ଘଟିଛି ଏପରି ଘଟଣା। ସୁଟିଂ ହେଉଥିବା ଦୃଶ୍ୟରେ ଅଭିନେତା ରାଜୀବ ମହାନ୍ତି ଲୋହିତାକ୍ଷଙ୍କୁ ଗୋଟେ ଚାପୁଡ଼ା ମାରିବାର ଥିଲା। ଆଉ ଏହି ଦୃଶ୍ୟକୁ ନେଇ ବେଶ୍ ଉତ୍ସାହିତ ହୋଇ ପଡ଼ିଥାନ୍ତି ରାଜୀବ।

ଥରେ ନୁହେଁ କି ଦୁଇ ଥର ନୁହେଁ। ତିନି ତିନି ଥର ‘ଲଢ଼େଇ’ର ନାୟକ ଲୋହିତାକ୍ଷଙ୍କ ଗାଲରେ ବାଜିଲା  ଶକ୍ତ ଚାପୁଡ଼ା। ତେବେ କିଏ ଓ କାହିଁକି ମାରିଲା? କାହିଁକି ଘଟିଲା ଏପରି ଅଶୋଭନୀୟ ଘଟଣା...

ଅଭିନୟ ସମୟରେ ଭୁଲ୍‌ବଶତଃ ଚାପୁଡ଼ାଟି ଲୋହିତାକ୍ଷଙ୍କ ଗାଲରେ ଜୋର୍‌ରେ ବାଜିଲା। ସେଟ୍‌ରେ ଉପସ୍ଥିତ ଥିବା ୟୁନିଟ୍ ସଦସ୍ୟଙ୍କ ଆଖି ବୁଜି ହୋଇଗଲା। ନିର୍ଦ୍ଦେଶକ ଅଶୋକ ପତି କଟ୍ କଟ୍ କହି ଦୌଡ଼ି ଆସିଲେ ପାଖକୁ। କିଛି ହେଇନି କହି ଲୋହିତାକ୍ଷ ପରିସ୍ଥିତି ସମ୍ଭାଳି ନେଲେ। କିଛି ସମୟ ପରେ ଦୃଶ୍ୟଟିର ରି-ଟେକ ନିଆଗଲା। କିନ୍ତୁ ପୁଣି ସେଇ ଅବସ୍ଥା। ତିନିଥର ପରେ ଯାଇ ଚତୁର୍ଥ ଟେକ୍‌ରେ ସଟ୍‌ ଓକେ ହେଲା। ଏବେ ଲୋହିତାକ୍ଷଙ୍କ ସହିତ ଯେଉଁଠି ଭେଟ ହେଉଛି ସେଦିନର ଘଟଣା ଉଭୟଙ୍କର ମନେପଡ଼ିଯାଉଛି। ଏହା ଲୋହିତ ଓ ରାଜୀବଙ୍କ ମଧ୍ୟରେ ଆତ୍ମୀୟତାକୁ ଆହୁରି ବଢ଼ାଇ ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe