ବଲିଉଡ୍‌ରେ ଅସୁରକ୍ଷିତ ଅନୁଭବ କରନ୍ତି ଟାଇଗର ଶ୍ରଫ୍‌, ଏହା ହେଉଛନ୍ତି କାରଣ

Advertisment
ବଲିଉଡ୍‌ରେ ଅସୁରକ୍ଷିତ ଅନୁଭବ କରନ୍ତି ଟାଇଗର ଶ୍ରଫ୍‌, ଏହା ହେଉଛନ୍ତି କାରଣ

Hindustan Times

ମୁମ୍ବାଇ : ବଲିଉଡ୍‌ ଅଭିନେତା ଟାଇଗର ଶ୍ରଫ ବଲିଉଡ୍‌ରେ ଆକ୍ସନ ହିରୋ ଭାବରେ ନିଜର ପରିଚୟ ସୃଷ୍ଟି କରିଛନ୍ତି । ସେ ଅନେକ ହିଟ୍‌ ଫିଲ୍ମ ଦର୍ଶକଙ୍କୁ ଦେଇଥିବା ବେଳେ ତାଙ୍କ ଫିଟ୍‌ ଶରୀରକୁ ନେଇ ସବୁବେଳେ ଚର୍ଚ୍ଚା ହେଉଥାଏ । ତେବେ ବଲିଉଡ୍‌ରେ ୫ବର୍ଷ ବିତାଇ ସାରିଥିବା ବେଳେ କେଉଁ ଜିନିଷକୁ ନେଇ ସେ ଅସୁରକ୍ଷିତ ମନେ କରନ୍ତି ତାହା ଜଣାଇଛନ୍ତି ।

publive-image Mid-Day

ତାଙ୍କ କହିବା ଅନୁଯାୟୀ, ଏହା ସତ କି ମୁଁ ଅସୁରକ୍ଷିତ ଅନୁଭବ କରେ । ଯାହା ପାଇଁ ମୋତେ ସବୁ ବେଳେ ପ୍ରଶଂସାର ଦରକାର ପଡ଼ିଥାଏ । ମୁଁ କେମିତି କାମ କରୁଛି? ମୋ ବାପା ମୋ କାମକୁ ବସନ୍ଦ କରିବେ ତ? ମୋ ପ୍ରଶଂସକ ମୋ କାମକୁ ପସନ୍ଦ କରିବେ ତ? ସବୁବେଳେ ଏହି ପ୍ରଶ୍ନ ମୋ ମନକୁ ଆସେ, ଯାହା ପାଇଁ ଅସୁରକ୍ଷିତ ମନେ ହୁଏ ବୋଲି କହିଛନ୍ତି ଟାଇଗର ଶ୍ରଫ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe