ଅମିତାଭଙ୍କୁ ଟ୍ରୋଲ

ଅମିତାଭଙ୍କୁ ଟ୍ରୋଲ

DNA India

ସାମାଜିକ ଗଣମାଧ୍ୟମର କମେଣ୍ଟକୁ ନେଇ ବଲିଉଡ୍‌ର ମହାନାୟକ ଅମିତାଭ ବଚ୍ଚନ ଓ ଅଭିନେତ୍ରୀ କୀର୍ତି ସାନନ୍‌ ବେଶ୍‌ କିଛି ଦିନ ହେଲା ଚର୍ଚ୍ଚାରେ ଅଛନ୍ତି। କିଛି ଦିନ ତଳେ କୀର୍ତି ଇନ୍‌ଷ୍ଟାଗ୍ରାମ୍‌ରେ ନିଜର କିଛି ଉତ୍ତେଜକ ଫଟୋ ସେୟାର କରିଥିଲେ। ଏଥିରେ ଅନେକ ସେଲିବ୍ରିଟି ନିଜର କମେଣ୍ଟ, କମ୍ପ୍ଲିମେଣ୍ଟ ଦେଇଥିଲେ। ବିଗ୍‌ ବି’ ମଧ୍ୟ ଏଥିରେ ନାଲି ପାନପତର ଇମୋସିକନ୍‌ ସହ ‘ୱାଓ’ କମେଣ୍ଟ୍‌ ଦେଇଥିଲେ। ଏହାକୁ ନେଇ ସାମାଜିକ ଗଣମାଧ୍ୟମରେ ଝଡ଼ ସୃଷ୍ଟି ହୋଇଥିଲା। ମେମେ ମେକର୍‌ମାନେ ଅମିତାଭ୍‌ ଓ କୀର୍ତିଙ୍କୁ ନେଇ ମେମେ ପ୍ରସ୍ତୁତିରେ ଲାଗି ପଡ଼ିଥିବା ବେଳେ ଅନେକ ବିଗ୍‌ ବି’ଙ୍କ ଏଭଳି କମେଣ୍ଟ୍‌କୁ ନାପସନ୍ଦ କରିଛନ୍ତି। ଏହି ଘଟଣା ପାଇଁ କିଛି ଦିନ ହେଲା ବିଗ୍‌ ବି’ଙ୍କୁ ଟ୍ରୋ‌ଲ ହେବାକୁ ପଡ଼ୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe