ଆଜି ପରଦାକୁ ଆସୁଛି ‘ତୁ ମୋ ହିରୋ’

Advertisment
ଆଜି ପରଦାକୁ ଆସୁଛି ‘ତୁ ମୋ ହିରୋ’

photo-youtube

ଭୁବନେଶ୍ୱର: ଓଲିଉଡର ଜଣାଶୁଣା ନିର୍ଦ୍ଦେଶକ ଦୀଲିପ ପଣ୍ଡାଙ୍କ ନିର୍ଦ୍ଦେଶିତ ନୂଆ ଓଡ଼ିଆ ଛବି ‘ତୁ ମୋ ହିରୋ’ଆଜି ମୁକ୍ତିଲାଭ କରୁଛି। ଏଥିରେ ଜ୍ୟୋତି, ଝିଲିକ୍‌, ମିହିର ଦାସ ଏବଂ ରକ୍‌ ପାତ୍ର ପ୍ରମୁଖ ଅଛନ୍ତି ମୁଖ୍ୟ ଭୂମିକାରେ। ଚାମର୍ତ୍ତି ଶ୍ରୀନିବାସ ରାଓଙ୍କ ପ୍ରଯୋଜିତ ଏହି ରୋମାଣ୍ଟିକ୍‌ ସିନେମାର ସଂଳାପ ଲେଖିଛନ୍ତି ଡ଼ ରଜନୀରଞ୍ଜନ ଏହାର ସଙ୍ଗୀତ ନିର୍ଦ୍ଦେଶକ ହେଲେ ବୈଦ୍ୟନାଥ ଦାସ।

ଏହି ଚଳଚ୍ଚିତ୍ର ପାଇଁ ଅରୁଣ ମନ୍ତ୍ରୀ,ନିର୍ମଳ ନାୟକ,ଜୟନ୍ତ ଦାସ,ଆଶୁତୋଷ ଏବଂ ନିଜେ ସଙ୍ଗୀତ ନିର୍ଦ୍ଦେଶକ ବୈଦ୍ୟନାଥ ଦାସ ଗୀତ ରଚନା କରିଛନ୍ତି । ଏହା ଜ୍ୟୋତ-ଝିଲିକ୍‌ ଯୋଡିର ପ୍ରଥମ ସିନେମା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe