ଉର୍ବଶୀଙ୍କ ଇନ୍‌ଷ୍ଟାଗ୍ରାମ ଅନୁଗାମୀ ୩ କୋଟି

Advertisment
ଉର୍ବଶୀଙ୍କ ଇନ୍‌ଷ୍ଟାଗ୍ରାମ ଅନୁଗାମୀ ୩ କୋଟି

.thenews.com.pk

ଅଭିନେତ୍ରୀ ଉର୍ବଶୀ ରୌତେଲା ନିଜ ଗ୍ଲାମର୍ସକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ବେଳେ ଇନଷ୍ଟାଗ୍ରାମରେ ନିଜର ହଟ୍‌ ଓ ବୋଲ୍‌ଡ ଫଟୋ ଛାଡ଼ି ଦୃଷ୍ଟି ଆକର୍ଷଣ କରି ଆସୁଛନ୍ତି। ଏବେ ଉର୍ବଶୀଙ୍କ ଇନ୍‌ଷ୍ଟାଗ୍ରାମ୍‌ ଅନୁଗାମୀ ସଂଖ୍ୟା ୩କୋଟି ଛୁଇଁଛି। ଉର୍ବଶୀ ଅନୁଗାମୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି, ମୋ ବନ୍ଧୁମାନେ ଆପଣଙ୍କୁ ବହୁତ ଭଲ ପାଇବା ବ୍ୟକ୍ତ କରୁଛି। ମୋ କାହାଣୀରେ ଭାଗୀଦାରି ହୋଇଥିବାରୁ ଏବଂ ମୋ ମୁଣ୍ଡ ଉଚ୍ଚା ରଖିବା ପାଇଁ ଆପଣମାନେ ନିଜର କାନ୍ଧ ବଢ଼ାଇଥିବାରୁ ଧନ୍ୟବାଦ। ନିକଟରେ ଉର୍ବଶୀଙ୍କର ଫିଲ୍ମ ‘ଭର୍ଜିନ ଭାନୁପ୍ରିୟା’ ମୁକ୍ତିଲାଭ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe