ଅକ୍ଷୟ କୁମାରଙ୍କୁ ପଛରେ ପକାଇ ଦେଲେ ଏହି ହିରୋ !

Advertisment
ଅକ୍ଷୟ କୁମାରଙ୍କୁ ପଛରେ ପକାଇ ଦେଲେ ଏହି ହିରୋ !

ବଲିିଉଡର ହ୍ୟାଣ୍ଡସମ୍‌ ହିରୋ ବରୁଣ ଧଓ୍ଵନ୍‌ ଏବଂ ସେକ୍ସି ହରୋଇନ୍‌ ଜାକଲିନ୍‌ ଫର୍ଣ୍ଣାଣ୍ଡିଜ୍‌ ଏବେ ସେମାନଙ୍କର ଆଗାମୀ ସିନେମା‘ଜୁଡଓ୍ଵା-୨’ର ସଫଳତାକୁ ସେଲିବ୍ରେଟ୍‌ କରିବାରେ ବ୍ୟସ୍ତ ଅଛନ୍ତି। ଏହି ସିନେମା ଇତିମଧ୍ୟରେ ୧୦୦ କୋଟିର କାରବାର କରିସାରିଛି। କୁହାଯାଉଛି ଯେ‘ଜୁଡଓ୍ଵା-୨’ ପରେ ବରୁଣ ଧଓ୍ଵନ୍‌ ତାଙ୍କର ପ୍ରାଇସ୍‌ ବଢ଼ାଇ ଦେଇଛନ୍ତି। ଏବେ ପ୍ରତି ସିନେମାପାଇଁ ୨୫ କୋଟି ଟଙ୍କା ନେବେ।

ପାରିଶ୍ରମିକ ମାମଲାରେ ବରୁଣ ଏବେ ଅକ୍ଷୟ କୁମାରଙ୍କୁ ପଛରେ ପକାଇ ଦେଇଥିବା କୁହାଯାଉଛି,କାରଣ ଅକ୍ଷୟ କୁମାର ଗୋଟିଏ ସିନେମା ପାଇଁ ୨୦ କୋଟି ନେଉଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ ବରୁଣ ଧଓ୍ଵନ୍‌ଙ୍କ ଫିଲ୍ମଗୁଡିକ ଲଗାତାର ବକ୍ସ ଅଫିସରେ ଧମାଲ୍‌ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe