ବଲିଉଡ ଅଭିନେତ୍ରୀ ସାମୀଙ୍କର ପରଲୋକ

Advertisment
ବଲିଉଡ ଅଭିନେତ୍ରୀ ସାମୀଙ୍କର ପରଲୋକ

photo-youtube

ମୁମ୍ବାଇ:ବଲିଉଡର ଲୋକପ୍ରିୟ ଚରିତ୍ର ଅଭିନେତ୍ରୀ ସାମୀଙ୍କର ଆଜି ସକାଳେ ଦେହାନ୍ତ ହୋଇଥିବା ଜଣାଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ହୋଇଥିଲା। ସେ କୁଲି ନମ୍ବର ଓ୍ଵାନ୍‌, ହମ୍‌,ଗୋପୀକିଶନ୍‌,ହମ୍‌ ସାଥ୍‌ ସାଥ୍‌ ହେ ଭଳି ବ୍ଲକବଷ୍ଟ ଫିଲ୍ମ ସମେତ ୨୦୦ରୁ ଅଧିକ ହିନ୍ଦୀ ସିନେମାରେ ଅଭିନୟ କରିଥିଲେ। ତାଙ୍କୁ ଅନେକ ଟେଲି ଧାରାବାହିକରେ ବି ଦେଖିବାକୁ ମିଳିଥିଲା। ଅଭିନେତ୍ରୀ ସାମୀଙ୍କର ବିୟୋଗରେ ବଲିଉଡରେ ଶୋକର ଛାୟା ଖେଳି ଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe