'ସେ କେବଳ ପରାମର୍ଶ ଦିଅନ୍ତି କିନ୍ତୁ ମୋଠାରୁ ନିଅନ୍ତି ନାହିଁ', କ୍ୟାଟ୍ରିନାଙ୍କ ବିଷୟରେ ଏମିତି କହିଲେ ଭିକି...

ବଲିଉଡ୍ ଅଭିନେତା ଭିକି କୌଶଲଙ୍କୁ ଇଣ୍ଡଷ୍ଟ୍ରିରେ ୧୦ ବର୍ଷ ସଫଳତାର ସହ ପୁରିଥିବା ବେଳେ, ସେ ତାଙ୍କ କ୍ୟାରିୟର ଏବଂ ବ୍ୟକ୍ତିଗତ ଜୀବନ ବିଷୟରେ ଅନେକ କଥା ସେୟାର କରିଥିଲେ। ଏଥିସହ କ୍ୟାଟ୍ରିନାଙ୍କ ବିଷୟରେ ଏପରି କିଛି ମଜାଦାର କଥା କହିଛନ୍ତି ଯାହା ସୋସିଆଲ ମିଡିଆରେ ଭାଇରଲ ହେଉଛି। 

ଅଦ୍ୟତନ ହୋଇଛି
a41e7e50-9dd6-422c-bba5-68b54439d9b0

Photograph: (SAMBAD.IN)

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କ୍ୟାଟ୍ ଜଣେ ଅଭିନେତ୍ରୀ ନୁହଁନ୍ତି ବରଂ ଏକ ଷ୍ଟାଇଲ୍ ଆଇକନ୍ ଭାବରେ ପରିଚିତ। ସେଇଭଳି ଅଭିନେତା ଭିକି କୌଶଲ ମଧ୍ୟ ବଲିଉଡର ଚର୍ଚ୍ଚିତ ଚେହେରା। ନିକଟରେ ଭିକିଙ୍କୁ ଇଣ୍ଡଷ୍ଟ୍ରିରେ ୧୦ ବର୍ଷ ସଫଳତାର ସହ ପୁରିଥିବା ବେଳେ, ସେ ତାଙ୍କ କ୍ୟାରିୟର ଏବଂ ବ୍ୟକ୍ତିଗତ ଜୀବନ ବିଷୟରେ ଅନେକ କଥା ସେୟାର କରିଥିଲେ। ଏଥିସହ କ୍ୟାଟ୍ରିନାଙ୍କ ବିଷୟରେ ଏପରି କିଛି ମଜାଦାର କଥା କହିଛନ୍ତି ଯାହା ସୋସିଆଲ ମିଡିଆରେ ଏବେ ଭାଇରଲ ହେଉଛି। 

ନିକଟରେ ବଲିଉଡ୍ ଅଭିନେତା ଭିକିଙ୍କୁ ଇଣ୍ଡଷ୍ଟ୍ରିରେ ୧୦ ବର୍ଷ ସଫଳତାର ସହ ପୁରିଥିବା ବେଳେ, ସେ ତାଙ୍କ କ୍ୟାରିୟର ଏବଂ ବ୍ୟକ୍ତିଗତ ଜୀବନ ବିଷୟରେ ଅନେକ କଥା ସେୟାର କରିଥିଲେ। ଏଥିସହ କ୍ୟାଟ୍ରିନାଙ୍କ ବିଷୟରେ ଏପରି କିଛି ମଜାଦାର କଥା ସେୟାର କରିଛନ୍ତି ଯାହା ସୋସିଆଲ ମିଡିଆରେ ଭାଇରଲ ହେଉଛି। ଭିକି କହିଥିଲେ ଯେ, ତାଙ୍କ ପତ୍ନୀ ତଥା ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ ତାଙ୍କୁ ସବୁବେଳେ ତାଙ୍କ କାମ ସମ୍ପର୍କରେ ସଚ୍ଚୋଟ ଏବଂ ସ୍ପଷ୍ଟ ପରାମର୍ଶ ଦିଅନ୍ତି। ଭିକି ମଧ୍ୟ କ୍ୟାଟ୍ରିନାଙ୍କ ସଚ୍ଚୋଟତାକୁ ବହୁତ ପସନ୍ଦ କରନ୍ତି। ଏହା ତାଙ୍କୁ ତାଙ୍କର ଅଭିନୟ ଦକ୍ଷତାକୁ ଆହୁରି ଆଗକୁ ବଢ଼ିବାରେ ଯାହାର୍ଯ୍ୟ କରିଥାଏ। 

ବଲିଉଡ୍ ଅଭିନେତା ଭିକି କୌଶଲ କହିଥିଲେ ଯେ, ତାଙ୍କ ପତ୍ନୀ ତଥା ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ ତାଙ୍କୁ ସବୁବେଳେ ତାଙ୍କ କାମ ସମ୍ପର୍କରେ ସଚ୍ଚୋଟ ଏବଂ ସ୍ପଷ୍ଟ ପରାମର୍ଶ ଦିଅନ୍ତି। ଭିକି ମଧ୍ୟ କ୍ୟାଟ୍ରିନାଙ୍କ ସଚ୍ଚୋଟତାକୁ ବହୁତ ପସନ୍ଦ କରନ୍ତି। ଏହା ତାଙ୍କୁ ତାଙ୍କର ଅଭିନୟ ଦକ୍ଷତାକୁ ଆହୁରି ଆଗକୁ ବଢ଼ିବାରେ ଯାହାର୍ଯ୍ୟ କରିଥାଏ। 

ମଜାଦାର କଥା ହେଉଛି ଯେ, କ୍ୟାଟ୍ରିନା ନିଜେ ଚାହାଁନ୍ତି ନାହିଁ ଯେ ଭିକି ତାଙ୍କୁ ପ୍ରତିବଦଳରେ କୌଣସି ଅଭିନୟ ଟିପ୍ସ ଦିଅନ୍ତୁ। ଭିକି କହିଥିଲେ ଯେ,  'କ୍ୟାଟ୍ରିନା କେବଳ ପ୍ରଶଂସା ଚାହାଁନ୍ତି, ମତାମତ ନୁହେଁ।' ଭିକିଙ୍କ ଏହି ବୟାନ ସୋସିଆଲ ମିଡିଆରେ ଆସିବା ମାତ୍ରେ ପ୍ରସଂଶକମାନେ ଏହାକୁ ବହୁତ ମଜାଦାର ଭାବରେ ନେଇଥିଲେ।

ଭିକିଙ୍କ ଶେଷ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର 'ଛାଭା' ବକ୍ସ ଅଫିସରେ ଏକ ବଡ଼ ହିଟ୍ ଦେଇଥିଲା। ଏହି ଚଳଚ୍ଚିତ୍ରଟି ସାରା ବିଶ୍ୱରେ ୮୦୦ କୋଟିରୁ ଅଧିକ ଟଙ୍କା ରୋଜଗାର କରିଥିଲା। ଏହା ସହିତ ତାଙ୍କ ଅଭିନୟକୁ ମଧ୍ୟ ବହୁତ ପ୍ରଶଂସା କରାଯାଇଥିଲା। 

Vicky Kaushal | Katrina Kaif 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe