କାର ଦୁର୍ଘଟଣାଗସ୍ତ ହେବାପରେ ଅଳ୍ପକେ ବର୍ତ୍ତିଲା ଅଜିତ କୁମାରଙ୍କ ଜୀବନ

ଦୁବାଇ ଗ୍ରାଣ୍ଡ ଫିକ୍ସ ଅଭ୍ୟାସ ସମୟରେ ଅଜିତ କୁମାର ନିଜ କାର ଉପରୁ ନିୟନ୍ତ୍ରଣ ହରାଇ ଦେଇଥିଲେ। ଫଳରେ କାରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସୌଭାଗ୍ୟବଶତଃ ଏଥିରେ ତାଙ୍କ ଜୀବନ ରକ୍ଷା ପାଇଯାଇଛି।

ଡ଼ଫଡ଼

ନୂଆଦିଲ୍ଲୀ: ତାମିଲ ଅଭିନେତା ଅଜିତ କୁମାର ଏକ ଭୟାବହ ଦୁର୍ଘଟଣାର ଶିକାର ହୋଇଛନ୍ତି। ଅଭିନେତା କିଛିଦିନ ହେବ  ଆଗାମୀ ଦୁବାଇ ୨୪ଘଣ୍ଟାର ଦୌଡ଼ରେ ଭାଗ ନେବାକୁ ଦୁବାଇରେ ଅଛନ୍ତି ।

ଅଧିକପଢ଼ନ୍ତୁ:‘ଆଗାମୀ ୧୨ବର୍ଷ ପର୍ଯ୍ୟନ୍ତ ଏପରି ହାତ ଉପରକୁ କରି ରଖିବି’

ମଙ୍ଗଳବାର ଦୁବାଇ ଗ୍ରାଣ୍ଡ ଫିକ୍ସ ଅଭ୍ୟାସ ସମୟରେ ଅଜିତ କୁମାର ନିଜ କାର ଉପରୁ ନିୟନ୍ତ୍ରଣ ହରାଇ ଦେଇଥିଲେ। ଫଳରେ କାରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା।  ଏହି ଦୁର୍ଘଟଣାରେ କାରଟି ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଥିବା ବେଳେ ସୌଭାଗ୍ୟବଶତଃ ତାଙ୍କ ଜୀବନ ରକ୍ଷା ପାଇଯାଇଛି।

ଅଧିକପଢ଼ନ୍ତୁ:୧୦ମାସ ପୂର୍ବରୁ ବିବାହ କରିଥିବା ପାଇଲଟଙ୍କ ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ

 ଅଜିତ କୁମାରଙ୍କ କାର ଦୁର୍ଘଟଣାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି ।ଯାହା ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe