ଭାଇରାଲ୍ ହେଉଛି ଅନନ୍ୟାଙ୍କ ବୋଲ୍ଡ ଫଟୋ

Advertisment
ଭାଇରାଲ୍ ହେଉଛି ଅନନ୍ୟାଙ୍କ ବୋଲ୍ଡ ଫଟୋ

PicsHitz.com •

ବଲିଉଡ୍‌ର ନବାଗତ ନାୟିକା ଅନନ୍ୟା ପାଣ୍ଡେଙ୍କ ବୋଲ୍ଡ ଫଟୋ ସାମାଜିକ ଗଣମାଧ୍ୟମରେ ଖୁବ୍ ଭାଇରାଲ୍ ହେଉଛି। ଏମିତି ଭାଇରାଲ୍ ହେଉଛି ଯେ ତାଙ୍କ ପ୍ରଶଂସକମାନେ ତାଙ୍କର ବୋଲ୍ଡ୍ ଫଟୋ ସବୁ ଏକାଠି କରି ଏକ ପଟୋ କୋଲାଜ୍ ମାଧ୍ୟମରେ ଭେଟି ଦେଉଛନ୍ତି। ମାତ୍ର କେଇ ଘଣ୍ଟା ମଧ୍ୟରେ ତାଙ୍କ ଫଟୋରେ ଲାଇକ୍, କମେଣ୍ଟ୍ ୧୦ଲକ୍ଷ ଅତିକ୍ରମ କରିଛି। ସର୍ବଦା ସାମାଜିକ ଗଣମାଧ୍ୟମରେ ସକ୍ରିୟ ରହୁଥିବା ଅନନ୍ୟା ପୂର୍ବରୁ ଅନେକ ସମୟରେ ଟ୍ରାଡିସ୍‌ନାଲ୍ ଲୁକ୍‌ରେ ଫଟୋ ଉଠାଇଥିବାର ନଜିର ମଧ୍ୟ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe