ଭାଇରାଲ୍ ହେଉଛି କନିକାଙ୍କ ‘ଟୁ ସିଟେଡ୍‌ କାର୍‌’

Advertisment
ଭାଇରାଲ୍ ହେଉଛି କନିକାଙ୍କ ‘ଟୁ ସିଟେଡ୍‌ କାର୍‌’

Zee News

କଣ୍ଠଶିଳ୍ପୀ କନିକା କପୁରଙ୍କ ନୂଆ ଆଲବମ୍ ‘ଟୁ ସିଟେଡ୍ କାର୍’କୁ ନେଇ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ଜୋର୍ ଧରିଛି। ଗତ ୨୪ ଘଣ୍ଟାରେ ଏହାକୁ ୫୨ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି। ତେବେ ଏନେଇ କନିକାଙ୍କ କହିବା କଥା ହେଉଛି, ଏହି ଗୀତକୁ ସେ ଚଣ୍ଡୀଗଡ଼ର ରାପର୍ ବିକି ସାନ୍ଧୁଙ୍କ ସହିତ ମିଶି ତିଆରି କରିଥିଲେ। ଆଲବମ୍‌ର ସୁଟିଂ କାମ ଶେଷ ହେବାକୁ ଗୋଟିଏ ଦିନ ସମୟ ଲାଗିଥିବା ବେଳେ ପ୍ରଡକ୍ସନ ପାଇଁ ଦୁଇସପ୍ତାହ ସମୟ ଲାଗିଥିଲା। ସବୁ ଗୀତ ପରି ଏହି ଗୀତକୁ ମଧ୍ୟ ସେ ହୃଦୟରୁ ଗାଇଥିବାରୁ ଏହା ଲୋକାଦୃତ ହୋଇପାରିଛି ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe