ପାର୍ଟି ସାରି ବାହାରକୁ ଆସୁଥିବା ବେଳେ ପଡ଼ିଗଲେ ମୌନି ରଏ, ଭିଡିଓ ଭାଇରାଲ

Advertisment

ପାର୍ଟି କରି ଘରକୁ ଫେରୁଥିବା ବେଳେ ପଡ଼ିଗଲେ ‌ବଲିଉଡ ଅଭିନେତ୍ରୀ ମୌନି ରଏ। ନିଜ ସ୍ବାମୀ ସୂରଜ ନାମ୍ବିଆର ଓ ଭଲ ବନ୍ଧୁ ତଥା ଅଭିନେତ୍ରୀ ଦିଶା ପଟାନୀଙ୍କ ସହ ନୂଆବର୍ଷ ପାଳନ କରିବାକୁ ଯାଇଥିଲେ ମୌନି।

ପାର୍ଟି କରି ଘରକୁ ଫେରୁଥିବା ବେଳେ ପଡ଼ିଗଲେ ‌ବଲିଉଡ ଅଭିନେତ୍ରୀ ମୌନି ରଏ। ନିଜ ସ୍ବାମୀ ସୂରଜ ନାମ୍ବିଆର ଓ ଭଲ ବନ୍ଧୁ ତଥା ଅଭିନେତ୍ରୀ ଦିଶା ପଟାନୀଙ୍କ ସହ ନୂଆବର୍ଷ ପାଳନ କରିବାକୁ ଯାଇଥିଲେ ମୌନି।

tmounir

ମୁମ୍ବାଇ: ପାର୍ଟି କରି ଘରକୁ ଫେରୁଥିବା ବେଳେ ପଡ଼ିଗଲେ ‌ବଲିଉଡ ଅଭିନେତ୍ରୀ ମୌନି ରଏ। ନିଜ ସ୍ବାମୀ ସୂରଜ ନାମ୍ବିଆର ଓ ଭଲ ବନ୍ଧୁ ତଥା ଅଭିନେତ୍ରୀ ଦିଶା ପଟାନୀଙ୍କ ସହ ନୂଆବର୍ଷ ପାଳନ କରିବାକୁ ଯାଇଥିଲେ ମୌନି। ମୁମ୍ବାଇର ଏକ ହୋଟେଲରେ ପାର୍ଟି କରି ବାହାରକୁ ଆସୁଥିବା ବେଳେ ମୌନି ପଡ଼ିଯାଇଥିବା ଦେଖାଯାଇଛି। ଏହାର ଏକ ଭିଡିଓ ‌ଏବେ ଖୁବ ଭାଇରାଲ ହେବାରେ ଲାଗିଛି।

ଭିଡିଓରେ ଦେଖାଯାଇଛି ଯେ, ମୌନି, ଦିଶା ଓ ମୌନିଙ୍କ ସ୍ବାମୀ କଳା ରଙ୍ଗର ପୋଷାକ ପିନ୍ଧିଛନ୍ତି। ମୌନିଙ୍କ ସ୍ବାମୀ ଆଗରେ ଥିବା ବେଳେ ତାଙ୍କ ପଛରେ ଅଛନ୍ତି ମୌନି ଓ ଦିଶା। ପାହାଚ ଓଲ୍ହାଉଥିବା ବେଳେ ଆଗରେ ପାହାଚ ଥିବା ଦେଖି ନପାରି ମୌନିଙ୍କ ଗୋଡ ମୋଡି ହୋଇଯାଉଛି। ଏହା ପରେ ସେ ତଳେ ପଡ଼ିଯାଉଛନ୍ତି। ଏହା ଦେଖି ତାଙ୍କ ସ୍ବାମୀ ଓ ଦିଶା ତାଙ୍କୁ ଉଠାଉଛନ୍ତି। ମୌନିଙ୍କୁ ଉଠାଇବା ପରେ ତାଙ୍କ ସ୍ବାମୀ ତାଙ୍କୁ ସିଧା କାରରେ ନେଇ ବସାଉଛନ୍ତି। ଭିଡିଓ ଦେଖିବା ପରେ ଅଧିକ ମଦ ପିଇଥିବାରୁ ମୌନି ଏଭଳି ପଡ଼ିଯାଇଥିବା ନେଇ ମତ ରଖିଛନ୍ତି ଲୋକେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe