ୱେଲକମ୍ ରିଚା

Advertisment
ୱେଲକମ୍ ରିଚା

The Indian Express

ଘୋଷଣା ହେବାକୁଥିବା ନୂଆ ଚଳଚ୍ଚିତ୍ର ‘ଅଭି ତୋ ପାର୍ଟି ସୁରୁ ହୁଇ ହୈ’ରେ ଅଭିନେତ୍ରୀ ରିଚା ଚଢାଙ୍କୁ ପୁଣି ଏକ ପ୍ରମୁଖ ଚରିତ୍ରରେ ଦେଖିବାକୁ ମିଳିବ ବୋଲି ଶୁଣାଯାଉଛି। ଏଥିପାଇଁ ରିଚା ତାଙ୍କ ପୂର୍ବ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ତାଙ୍କ ପ୍ରଶଂସକ ଏହା ଶୁଣିବା ପରେ ରିଚାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିଛି। ଏଥିରେ ରିଚା ଚଢାଙ୍କ ବ୍ୟତୀତ ପଙ୍କଜ ତ୍ରିପାଠୀ ଏବଂ ମାଲୟାଲମ୍ ଅଭିନେତା ରାଜୀବ ପିଲାଇଙ୍କୁ ଦେଖିବାକୁ ମିଳିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe