ମନୋରଞ୍ଜନ ବିଶେଷ ଜାଣିଛନ୍ତି କି, ସଲ୍ମାନ୍ କାହିଁକି ବାହା ହେଉ ନାହାନ୍ତି? Advertisment February 23, 2018, 01:08 PM IST 23 Feb 2018 13:08 IST Sambad Digital Follow Us ସଲ୍ମାନ୍ ଖାନ୍ ଆଜି ପର୍ଯ୍ୟନ୍ତ ବାହା ନ ହେବାର ଏସବୁ କାରଣ ହୋଇପାରେ…. ସଲ୍ମାନ୍ଙ୍କ ବୟସ ଅଧିକ ହେଲାପରି ଜଣାପଡ଼ୁ ନାହିଁ ସେ ତାଙ୍କର ପୁତୁରା ଓ ଝିଆରୀଙ୍କୁ ନିଜ ପୁଅ-ଝିଅ ଭଳି ଦେଖନ୍ତି ସଲ୍ମାନ୍ ତାଙ୍କ ପାଇଁ ପର୍ଫେକ୍ଟ୍ ହେଉଥିବା ଝିଅଙ୍କ ଅପେକ୍ଷାରେ ଅଛନ୍ତି ଯିଏ ତାଙ୍କୁ ବାହା ହେବା କଥା କୁହନ୍ତି ସେ ତାହା ଶୁଣନ୍ତି ନାହିଁ ତାଙ୍କ ନାଁରେ କୋଟ୍ର୍ରେ ଚାଲୁଥିବା ମାମଲା ପାଇଁ ମଧ୍ୟ ସଲ୍ମାନ୍ ଛନ୍ଦି ହୋଇ ପଡ଼ିଛନ୍ତି |