କଳା ବିକିନିରେ ଫଟୋ ସେୟାର କଲେ ସନି ଲିଓନି

Advertisment
କଳା ବିକିନିରେ ଫଟୋ ସେୟାର କଲେ ସନି ଲିଓନି

https://www.india.com/

ସନି ଲିଓନି ସୋସିଆଲ ମିଡିଆରେ ବହୁତ ସକ୍ରିୟ ରହୁଥିବା ବେଳେ ରୀତିମତ ଫଟୋ କିମ୍ବା ଭିଡିଓ ସେୟାର କରନ୍ତି। ଏବେ କିଛିଦିନ ତଳେ ନିଜର ଏକ ବୋଲ୍‌ଡ ଫଟୋ ସେୟାର କରିଥିଲେ। ଏହି ଫଟୋଟି ସେ ସ୍ବିମିଂ ପୁଲ୍‌ ନିକଟରେ ଏକ କଳା ବିକିନିରେ ପୋଜ୍‌ ଦେଇଥିଲେ। ଲକ୍‌ଡାଉନ୍‌ କଟକଣା ଯୋଗୁଁ ସନି ସଂପ୍ରତି ନିଜ ପରିବାର ସହ ଘରେ ଅଛନ୍ତି। ପଦାକୁ ବାହାରୁ ନାହାନ୍ତି। ତେବେ ଏହି ଅବସରରେ ସେ ନିଜର ହଟ୍‌ ଫଟୋ ସେୟାର କରି ନିଜ ପ୍ରଶଂସକଙ୍କ ମନୋରଂଜନ କରି ଚାଲିଛନ୍ତି। ନିକଟରେ ସନି ୱେବ୍‌ ସିରିଜ୍‌ ‘ରାଗିଣୀ ଏମ୍‌ଏମ୍‌ଏସ୍‌ ରିଟର୍ଣ୍ଣ ସିଜିନ୍‌-୨’ରେ ନଜର ଆସିଥିଲେ। ଏବେ ଫିଲ୍ମ ‘ବୀରମାଦେବୀ’ରେ ନଜର ଆସିବାକୁ ଯାଉଛନ୍ତି। ଏଥିରେ ତାଙ୍କ ସହ ନବଦୀପ ମୁଖ୍ୟ ଭୂମିକାରେ ଦେଖାଦେବେ। ସନିଙ୍କ ଅଭିନୀତ ଏହି ଫିଲ୍ମ ତାମିଲ, ହିନ୍ଦୀ, ମାଲାୟଲମ, କନ୍ନଡ଼ ଓ ତେଲୁଗୁ ଭାଷାରେ ମୁକ୍ତିଲାଭ କରିବ। ସଂପ୍ରତି ତାଙ୍କର ସେହି ଫ‌ଟୋଟି ଇନ୍‌ଷ୍ଟାଗ୍ରାମ୍‌ରେ ୭ଲକ୍ଷ ୯୦ହଜାର ପାଖାପାଖି ପ୍ରଶଂସକ ଦେଖି ସାରିଲେଣି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe