ଡବଲ ରୋଲ୍‌ରେ ବରୁଣ

Advertisment
ଡବଲ ରୋଲ୍‌ରେ ବରୁଣ

ଫିଲ୍ମ ଫ୍ରାଇଡେରେ ଆସନ୍ତାକାଲି ବଡ଼ ପରଦାକୁ ଆସୁଛି ଜୁଡ୍‌ଓ୍ଵା-୨। ଏଥିରେ ମୁଖ୍ୟ ଭୂମିକାରେ ରହିଛନ୍ତି ବରୁଣ ଧଓ୍ଵନ୍‌, ତାପସୀ ପନ୍ନୁ ଓ ଜ୍ୟାକଲିନ୍‌ ଫର୍ଣ୍ଣାଣ୍ଡିଜ୍‌। ଡେଭିଡ ଧଓ୍ଵନ୍‌ ଏହାର ନିର୍ଦେଶନା ଦେଇଛନ୍ତି। ଅନ୍ୟାନ୍ୟ ଭୂମିକାରେ ଅନୁପମ ଖେର, ଉପାସନା ସିଂ, ରାଜପାଲ ଯାଦବ, ଅଲ୍ଲୀ ଅସଗର ଓ ବିକାଶ ବର୍ମା ପ୍ରମୁଖ। ସାଜିଦ-ଓ୍ଵାଜିଦ୍‌, ଅନୁ ମଲ୍ଲିକ, ସନ୍ଦୀପ ସିରୋଦକର ଓ ମିତ ବ୍ରଦର୍ସ ଅନ୍‌ଜାନ ଏଥିରେ ସଂଗୀତ ଦେଇଛନ୍ତି। କେଶରୀ ଓ ଆଇନକ୍ସରେ ଏହା ମୁକ୍ତିଲାଭ କରିବାକୁ ଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe