ଦଶହରାରେ ନିର୍ଦ୍ଦେଶକ ଅଶୋକ ପତିଙ୍କ ନିର୍ଦ୍ଦେଶିତ ଫିଲ୍ମ ନାହିଁ

ଦଶହରାରେ ନିର୍ଦ୍ଦେଶକ ଅଶୋକ ପତିଙ୍କ ନିର୍ଦ୍ଦେଶିତ ଫିଲ୍ମ ନାହିଁ

ଗତ ଥର ଦଶହରାରେ ନିର୍ଦ୍ଦେଶକ ଅଶୋକ ପତି ତାଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ ଲଭ୍‌ ପାଇଁ କୁଛ୍‌ ଭି କରେଗା’ ନେଇ ଆସିଥିଲେ । ହେଲେ ଏଥର ପୂଜାବଜାରରେ ଅଶୋକଙ୍କ କୌଣସି ଓଡ଼ିଆ ଛବି ମୁକ୍ତିଲାଭ କରୁନାହିଁ । ଠିକ୍‌ ସେହିପରି ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ସାହୁଙ୍କ ନିର୍ଦ୍ଦେଶିତ ‘ ଛାତି ତଳେ ଡିଙ୍ଗ୍‌ ଡିଂ’ ପୂଜାବଜାରକୁ ଆସିଥିଲା । ହେଲେ ଏବର୍ଷର ପୂଜାବଜାରରେ ତାଙ୍କ ନିର୍ଦ୍ଦେଶିତ କୌଣସି ସିନେମା ନାହିଁ । ୨୦୧୬ ପୂଜା ବଜାରରେ ଜଣାଶୁଣା ନିର୍ଦ୍ଦେଶକ କେ.ଏମ୍‌.କ୍ରୀଷ୍ଣାଙ୍କ ନିର୍ଦ୍ଦେଶିତ ‘ ବେବି’ ପରଦାକୁ ଆସିଥିଲା, ମାତ୍ର ୨୦୧୭ ଦଶହରାରେ ତାଙ୍କ ନିର୍ଦ୍ଦେଶିତ କୌଣସି ଛବି ରିଲିଜ୍‌ ହେଉ ନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe