ରିଲିଜ୍‌ ହେଲା ‘ପଦ୍ମାବତୀ’ର ଫାର୍ଷ୍ଟ ଲୁକ୍‌

ରିଲିଜ୍‌ ହେଲା ‘ପଦ୍ମାବତୀ’ର ଫାର୍ଷ୍ଟ ଲୁକ୍‌

ପ୍ରଖ୍ୟାତ ନିର୍ମାତା-ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଲୀଙ୍କ ନୂଆ ସିନେମା ‘ପଦ୍ମାବତୀ’ର ଫାର୍ଷ୍ଟ ଲୁକ୍‌ ରିଲିଜ୍‌ ହୋଇଛି। ଏଥିରେ ଫିଲ୍ମର ରିଲିଜ୍‌ ତାରିଖ ବି ଘୋଷିତ ହୋଇଛି। ତାହା ହେଲା ଯେ ‘ପଦ୍ମାବତୀ’ ଡିସେମ୍ବର ୧ ତାରିଖରେ ମୁକ୍ତିଲାଭ କରିବ। ଏଥିରେ ଲୋକପ୍ରିୟ ନାୟିକା ଦୀପିକା ପାଦୁକୋନ୍‌ ଟାଇଟଲ ରୋଲରେ ଅଛନ୍ତି। ଏତଦବ୍ୟତୀତ ଶାହିଦ୍‌ କପୁର୍‌ ଏବଂ ରଣବୀର୍‌ ସିଂହ ଏହାର ଅନ୍ୟ ମୁଖ୍ୟ କଳାକାର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe