ଶ୍ରଦ୍ଧା କପୁରଙ୍କ ସଂପର୍କରେ ଏକ ରୋଚକ ଖବର!

Advertisment
ଶ୍ରଦ୍ଧାଙ୍କ ନାମରେ ଅପରାଧିକ ମାମଲା ରୁଜୁ

ବଲିଉଡ ଷ୍ଟାର୍‌ ଶ୍ରଦ୍ଧା କପୁରଙ୍କ ସଂପର୍କରେ ଏକ ରୋଚକ ଖବର ମିଳିଛି। ତାହା ହେଲା ଏହି ସିନେମାରେଶ୍ରଦ୍ଧା କପୁର ଡବଲ୍‌ ରୋଲରେ ନଜର ଆସିବେ।
ଏବେ ବାହୁବଲୀ ଓରଫ୍‌ ଅଭିନେତା ପ୍ରଭାସଙ୍କର ବଡ଼ ଫ୍ୟାନ୍‌ ହୋଇଯାଇଛନ୍ତି । କାରଣ ସେ ପ୍ରଭାସଙ୍କ ସହ ଏକ ଫିଲ୍ମରେ ସ୍କ୍ରିନ୍‌ ସେଆର୍‌ କରିବାକୁ ଯାଉଛନ୍ତି। ଏହି ସିନେମାର ଟାଇଟଲ୍‌ ହେଲା ‘ସାହୋ’। ଏହା ଉଭୟ ହିନ୍ଦୀ ଏବଂ ତେଲୁଗୁ ଭାଷାରେ ତିଆରି ହେଉଛି।

ଶ୍ରଦ୍ଧା କପୁର କହିଛନ୍ତି ଯେ ସେ ଶୁଣିବାକୁ ପାଇଥିଲେ ଯେ ପ୍ରଭାସ ଖୁବ୍‌ କମ୍‌ କଥା କହନ୍ତିି ,ହେଲେ ବାସ୍ତବରେ ତାଙ୍କର ସେଭଳି ଅନୁଭୂତି ନାହିଁ।ସେ ହାଇଦ୍ରାବାଦ୍‌ ଯାଇ ସେଠାରେ ସୁଟିଂ ପୂର୍ବରୁ ରିହର୍ସାଲ କରିଛନ୍ତି। ଉଭୟଙ୍କର ସ୍କ୍ରିପ୍ଟ ରିଡିଂ ସେସନ୍‌ ହୋଇଥିଲା। ପ୍ରଥମ ସାକ୍ଷାତରେ ପ୍ରଭାସ ତାଙ୍କୁ କହିଥିଲେ ‘ଆପଣଙ୍କୁ ଭୋକ ଲାଗୁନିତ!ବୋଲି ସୂଚନା ଦେଇଛନ୍ତି ଶ୍ରଦ୍ଧା କପୁର । ପ୍ରଭାସ ଆହୁରି ବି କହିଥିଲେ ଯେ ପ୍ରତିଦିନ ତାଙ୍କ ପାଇଁ ନିଜ ଘରୁ ସେ ଖାଦ୍ୟ ମଗାଇସେ ତାଙ୍କୁ ଖୁଆଇବେ ବୋଲି ମଧ୍ୟ କହିଛନ୍ତିଶ୍ରଦ୍ଧା କପୁର। ଏକଥା ଶୁଣି ସେ ମନେ କରିଛନ୍ତି ଯେ ପ୍ରଭାସ ବି ତାଙ୍କ ପରି ଖାଦ୍ୟପ୍ରେମୀ,ଏଣୁ ଉଭୟଙ୍କର ଯୋଡି ଜମିବ ବୋଲି ଭାବୁଛନ୍ତିଶ୍ରଦ୍ଧା କପୁର।କେବଳ ପ୍ରଭାସଙ୍କୁ ନୁହେଁ ,ବରଂ ‘ସାହୋ’ର ଟିମକୁ ଭେଟି ସେ ଖୁସି ଅଛନ୍ତ ଅଛନ୍ତି ବୋଲି ଶ୍ରଦ୍ଧା କହିଛନ୍ତି।

ଏବେ ଖୁବ୍‌ କମ୍‌ ଖାଉଛନ୍ତି,କାରଣ ତାଙ୍କୁ ସ୍ଲିମ୍‌ ଦିଶିବା ଦରକାର। ଖାଲି ସେତିକି ନୁହେଁ ସେ ତାମିଲ ଓ ତେଲୁଗୁ ବି ଶିଖୁଛନ୍ତି ବୋଲି କହିଛନ୍ତି ଏହି ବଲିଉଡ ନାୟିକା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe